26 C
Bhubaneswar
October 1, 2020
EnewsOdia.Com
ଦେଶ ବିଦେଶ

ଅହମଦାବାଦରେ ହେବାକୁ ଯାଉଛି ‘ହାଓଡି ଟ୍ରମ୍ପ’

ଗତବର୍ଷ ସେପ୍ଟେମ୍ବରରେ ଆମେରିକାର ହଷ୍ଟନ ସହରରେ ହୋଇଥିବା ‘ହାଓଡୀ ମୋଦୀ’ ଭଳି ଭାରତରେ  ‘ହାଓଡୀ ଟ୍ରମ୍ପ’ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଫ୍ରେବୃଆରି ଦ୍ଵିତୀୟ ସପ୍ତାହରେ ଗସ୍ତ ସମୟରେ ସେ ଏକା ଭାରତ ଆସିବେ। ଏହି ସମୟରେ ନୂଆଦିଲ୍ଲୀ ବ୍ୟତୀତ ଅନ୍ୟ ଏକ ସହରକୁ ସେ ଗସ୍ତ କରିବେ। ଯେଉଁ ସହରକୁ ସେ ଗସ୍ତ କରିବେ ସେଠାରେ ‘ହାଓଡୀ ମୋଦୀ’ ଭଳି ‘ହାଓଡୀ ଟ୍ରମ୍ପ’ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସମ୍ଭବତଃ ଏହି ସହର ଅହମଦାବାଦ ହେବ।

ଟ୍ରମ୍ଫଙ୍କ ଏହି ଗ୍ରସ୍ତ ସମୟରେ ଅହମଦାବାଦରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ଟ୍ରମ୍ପ ସମ୍ବୋଧିତ କରିବେ, ଯେଉଁଥିରେ ଗୁଜରାଟରେ ରହୁଥିବା ଆମେରିକୀୟ ନାଗରିକ ଯୋଗଦେବେ।  ଏଠାରେ ସୂଚନାଯୋଗ୍ୟ, ‘ହାଓଡୀ ମୋଦୀ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଥିଲେ, ଯେଉଁଥିରେ ବହୁ ସଂଖ୍ୟକ ଭାରତୀୟ-ଆମେରିକୀୟ ସାମିଲ ହୋଇଥିଲେ।

ପଢନ୍ତୁ: ସୋନିଆ ଗାନ୍ଧିଙ୍କ ଉଦାହରଣ ଦେଇ ନିର୍ଭୟା ଦୋଷୀଙ୍କୁ କ୍ଷମା କରିବାକୁ କହିଲେ ଇନ୍ଦିରା ଜୟସିଂହ

Related posts

ଭାରତରେ ଟ୍ରମ୍ପଙ୍କ ଜବରଦସ୍ତ ଫ୍ୟାନ୍‌

Ratnamani Maharana

ଭାରତରେ ଲଞ୍ଚ ହେଲା ପ୍ରଥମ 5G ଫୋନ

Ratnamani Maharana

ଜନଗଣନା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More