Entertainment

ହ୍ରୀତିକ ରୋଷନ ଏହି କଳାକାରଙ୍କ ଉପରେ ହୋଇଛନ୍ତି ଫିଦା

ହ୍ରୀତିକ ସାରାଙ୍କ ଉପରେ ବେଶ ପ୍ରଭାବିତ

ବଲିଉଡରେ ହ୍ରୀତିକ ରୋଶନ ଆଜିକା ସମୟରେ ଜଣେ ଆଗ ଧାଡିର ନାୟକ । ନିଜ କ୍ୟାରିୟରରେ ଅନେକ ବଡ଼ ବଡ଼ ହିଟ ଫିଲ୍ମ କରିଛନ୍ତି ଏବଂ ତାଙ୍କ କ୍ୟାରିୟରର ପ୍ରଥମ ସିନେମା ବହୁତ ହିଟ ହେଇଥିଲା । କିନ୍ତୁ ହ୍ରୀତିକଙ୍କ ବ୍ୟକ୍ତି ଗତ ଜୀବନରେ ବି ଅନେକ ସମସ୍ୟା ଲାଗିରହିଛି । ହ୍ରୀତିକ ରୋଶନ ସବୁବେଳେ ଚର୍ଚାରେ ଥାଆନ୍ତି । ସେ ପର୍ସୋନାଲ ଲାଇଫ ହଉ କିମ୍ବା ପ୍ରଫେସୋନାଲ ଲାଇଫ ହଉ ।

ପ୍ରଥମେତ ତାଙ୍କର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଛାଡପତ୍ର ହେଇଥିଲା ଏବଂ ଏହା ପରେ କଙ୍ଗନା ତାଙ୍କ ଉପରେ ଅନେକ ଆରୋପ ଦୋଷାରୋପ କରିଥିଲେ ।

ହ୍ରୀତିକଙ୍କ ଠାରୁ ଗୋଟେ ନାମ ଛିଡ଼ିଲା ପରେ ଆଉ ଏକ ନାମ ଯୋଡି ହେଇଚି ।  ଖବର ଅନୁସାରେ ଶୁଣିବାକୁ ମିଳିଛି କି ହ୍ରୀତିକଙ୍କ ର ପସନ୍ଦ ଆଉ କେହି ନୁହନ୍ତି ସୈଫ ଅଲି ଖାନଙ୍କର ଝିଅ ସାରା ଅଲି ଖାନ ।

ସୂଚନା ଅନୁସାରେ ଆଜିକାଲି ହ୍ରୀତିକ ସାରାଙ୍କ ଉପରେ ବେଶ ପ୍ରଭାବିତ ଅଛନ୍ତି । ତାଙ୍କର ଆଗାମୀ ସିନେମା  ସୁପର ୩୦ରେ ସାରାଙ୍କୁ  ମୁଖ୍ୟ ଅଭିନେତା ଭାବରେ ମଧ୍ୟ ରଖିବାକୁ ଚାହୁଁଛନ୍ତି । ଏହି ସିନେମାଟି ଆଗାମୀ ବର୍ଷ ୨୬ ଜାନୁୟାରୀରେ ରିଲିଜ ହେବାକୁ ଯାଉଛି । ଏହି ସିନେମାଟି ଆନନ୍ଦ କୁମାରଙ୍କ ଉପରେ ଆଧାରିତ ହୋଇଚି ଏବଂ ସେ ସୁପର ୩୦ ନାମକ ଏକ କୋଚିଂ ଚଳାଇଥାନ୍ତି ।

ପଢନ୍ତୁ ;

ଶୋଇଲା ବେଳେ ତକିଆ ତଳେ ରଖନ୍ତୁ ଏହି ସବୁ ଜିନିଷ ,ଚମକିବ ଆପଣଙ୍କ ଭାଗ୍ୟ

 

Related posts

ସଲମାନ ଖାନଙ୍କ ଭଉଣୀ ଥିଲେ ଏହି ଅଭିନେତାଙ୍କର ପ୍ରଥମ ପ୍ରେମ

ENO Beuro

ଓଡ଼ିଶାର ଭୁବନେଶ୍ୱରରେ ହେଲା ‘ଚଲୋ ଜିତେ ହେଁ’ର ସ୍ୱତନ୍ତ୍ର ସ୍କ୍ରିନିଂ

ENO Beuro

ପିତା ହେବାକୁ ଯାଉଛନ୍ତି ନୀଲ୍ ନୀତିନ୍ ମୁକେଶ୍

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More