SPORTS

ହାଇଦ୍ରାବାଦକୁ ପ୍ରଥମ ବିଜୟ ଦେଲେ ୱାର୍ନର: ଫିକା ପଡିଗଲା ସଞ୍ଜୁଙ୍କ ଶତକ

ଫିକା ପଡିଲା ସଞ୍ଜୁଙ୍କ ଶତକ

 

 

ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ  ରାୟଲ୍ସ ମଧ୍ୟରେ ଖେଳାଜାଇହିବା ଆଇପିଏଲର ଅଷ୍ଟମ ମ୍ୟାଚରେ ହାଇଦ୍ରାବାଦ ୫ ୱିକେଟରେ ହେଲା ବିଜୟୀ। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରାୟଲ୍ସ ସଞ୍ଜୁ ସାମସନ୍ଙ୍କ ଆକର୍ଷଣୀୟ ଅପରାଜିତ ଶତକ ଓ ଅଧିନାଯକ ଅଜିଙ୍କ୍ୟ ରାହାଣେ  ଦ୍ରୁତ ଅର୍ଦ୍ଧାଶତକ ସହାୟତାରେ ୨ ୱିକେଟ ହରାଇ ୧୯୮ ରଣ ସଂଗ୍ରହ କରିଥିଲା। ସାଞ୍ଜୁ  ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଚଳିତ ଆଇପିଏଲରେ ଶତକ ହାସଲ କରିଥିଲେ। ଜବାବରେ ସନରାଇଜର୍ସ ୧୯ ଓଭରରେ ୫ ୱିକେଟ ହରାଇ ବିଜୟ ଲକ୍ଷ ହାସଲ କରିଥିଲେ।

ସଂକ୍ଷିପ୍ତ ସ୍କୋର: ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୯୮/୨ (ସଂଜୁ ସାମସନ୍‌-୧୦୨*, ଅଜିଙ୍କ୍ୟ ରାହାଣେ-୭୦, ବେନ୍ ‌ଷ୍ଟୋକ୍ସ-୧୬*, ଭୁବନେଶ୍ବର କୁମାର-୦/୫୫, ରସିଦ୍‌ ଖାନ୍-୧/୨୪, ସାହାବାଜ୍ ନଦିମ୍‌-୧/୩୬)। ସନ୍‌ରାଇଜର୍ସ ହାଇଦ୍ରାବାଦ ୧୯ ଓଭରରେ ୨୦୧/୫ (ଡେଭିଡ୍ ୱାର୍ନର-୬୯, ଜନି ବେୟାରଷ୍ଟୋ-୪୫, ବିଜୟ ଶଙ୍କର-୩୫, ଶ୍ରେୟସ ଗୋପାଳ-୩/୨୭, ଜୟଦେବ ଉନାଦକତ୍‌-୧/୨୬, ବେନ୍ ‌ଷ୍ଟୋକ୍ସ-୧/୪୦)।
ପଢନ୍ତୁ: ବାଙ୍ଗାଲୋରକୁ ୬ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

Related posts

ଜାତୀୟ ପ୍ରତିଯୋଗିତା “ହୋସଲା-୨୦୧୭” ର ବିଜୟୀ ମାନଙ୍କୁ ସମର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ENO Beuro

ଅବିଶ୍ଵସନୀୟ ମାହୋଲ,ମୁଁ ବାକ୍ ଶୂନ୍ୟ: ସଚିନ୍‌ ତେନ୍ଦୁଲକର

ENO Beuro

କୋହଲି ଜଣେ ଅସାଧାରଣ ଅଧିନାୟକ : ଷ୍ଟାର୍କ

ENO Beuro

Leave a Comment