POLITICALS

ଆଜିଠୁ ଆରମ୍ଭ ‘ମୁଁ ନବୀନଙ୍କ ପାଇଁ କହୁଛି’ ଅଭିଯାନ: ଡ. ଅମର ପଟ୍ଟନାୟକ କଲେ ଶୁଭାରମ୍ଭ

ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବଚ୍ଛ ଭାବମୂର୍ତ୍ତି  ଓ ରାଜ୍ୟର ବିକାଶ ପାଇଁ ପ୍ରଣଯନ କରିଥିବା ଯୋଜନା ସମ୍ପର୍କରେ ଲୋକ ମତ ମତାମତ ଆଣିବ। ଆଜିଠୁ ଆରମ୍ଭ ହୋଇଛି ଏହି ଅଭିଯାନ।  ବିଜୁ ଜନତା ଦଳ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ଜନତାଙ୍କ ମତାମତ ସଂଗ୍ରହ ଲାଗି ଏଠାରୁ ୨ଟି ଭ୍ୟାନ  ରାଜ୍ୟର ବିଭିନ୍ନ ଗ୍ରାମାଂଚଳକୁ ପଠାଯାଇଛି।

ଏହି ଅଭିଯାନର ଶୁଭାରମ୍ଭ  କରିଥିଲେ ଡ. ଅମର ପଟ୍ଟନାୟକ । ଏହି ଅବସରରେ ରାଜ୍ୟର ସାଢେ ୪ କୋଟି ଲୋକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପର୍କରେ ସେମାନଙ୍କ ଅନୁଭୂତି, ଆବେଗ, ମନର ଭାବ ଓ ଭାଷାକୁ ଖୋଲାଖୋଲି ‘ମୁଁ ନବୀନଙ୍କ ପାଇଁ କହୁଛି’  କାର୍ଯ୍ୟକ୍ରମରେ ବ୍ୟକ୍ତ କରିବା ଲାଗି ଭ୍ୟାନ ସାରା ରାଜ୍ୟରେ ବୁଲିବ।
ପଢନ୍ତୁ: ସମ୍ବିତଙ୍କୁ ମହଙ୍ଗା ପଡିଲା ଜଗନ୍ନାଥ ମୂର୍ତ୍ତି ଧରି ରୋଡ୍ ଶୋ ; କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଜିଲ୍ଲାପାଳ

Related posts

ବିଜେଡି ଛାଡ଼ିଲେ ଦାମଙ୍କ ଝିଅ ପ୍ରୀତିନନ୍ଦା

ENO Beuro

ଶଙ୍ଖ ଧରିବେ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକ

ENO Beuro

ଓଡିଶାର ବିକାଶରେ ବାଧା ଆଣୁଛି ବିଜେଡ଼ି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Ratnamani Moharana

Leave a Comment