News

ମଧ୍ୟ ରାତ୍ରିରେ ଯୁଦ୍ଧାଭ୍ୟାସ କଲା ଭାରତୀୟ ବାୟୁସେନା

indian jet

ପାକିସ୍ଥାନକୁ କଡା ଜବାବ ପାଇଁ ବାୟୁସେନାର ଯୁଦ୍ଧାଭ୍ୟାସ ….

ଗୁରୁବାର ମଧ୍ୟରାତ୍ରିରେ ଜମ୍ମୁ କାଶ୍ମୀରର ପଞ୍ଜାବ ଓ ଜମ୍ମୁ ସୀମାରେ କରିଛି ବଡ ଧରଣର ଯୁଦ୍ଧାଭ୍ୟାସ । ପଞ୍ଜାବର ଅମ୍ରିତସରରେ ଜେଟ୍‌ ସମେତ ଅନ୍ୟାନ୍ୟ ଯୁଦ୍ଧ ବିମାନ ସୁପରସୋନିକ  ଗତିରେ ଆକାଶ ମାର୍ଗରେ ଉଡ଼ିଥିବା ଦେଖିବାକୁ ମିଳିଥିଲା। ଯୁଦ୍ଧାଭ୍ୟାସ ସମୟରେ ବିମାନ ଗୁଡିକର ବେଗରେ ସ୍ଥାନୀୟ ଅଞ୍ଚଳରେ ବହୁ ମାତ୍ରାରେ ସୋନିକ ବୂକ( ବଡଧରଣର ବୋମା ଫୁଟିଲା ପରି ଶବ୍ଦ) ହୋଇଥିଲା ଯାହାଫଳରେ ଲୋକମାନେ ଆତଙ୍କିତ  ହୋଇଯାଇଥିଲେ।

jet practice

ପାକିସ୍ତାନ ଯେପରି ଭାରତୀୟ ବାୟୁ ସୀମାକୁ ଉଲ୍ଲଂଘନ  କରୁଛି ତାହାର ଏହି ହରକତ କୁ ବିଫଳ କରିବା ଉଦେଶ୍ୟରେ ଏହି ଅଭ୍ୟାସ କରଯାଇଥିଲା। ତେବେ ଭରତା ସ୍ଥଳସେନା ଏବୋଂ ବାୟୁସେନା ପାକିସ୍ତାନସହ ଯେ କୌଣସି ସମୟରେ ଯୁଦ୍ଧ  ପାଇଁ ପ୍ରସ୍ତୁତ ବୋଲି କହିଥିଲେ।
ପଢନ୍ତୁ: ଆଜି ହେବ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

Related posts

Five Girls From Kalinga Institute of Social Sciences (KISS) Selected For Paris World Games

ENO Beuro

ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ଶ୍ରେଣୀ ରେଜଲ୍ଟ !

ENO Beuro

ମଧ୍ୟପ୍ରଦେଶ ସରକାର ନେଲେ କଡା ପଦକ୍ଷେପ, ୧୨ ବର୍ଷ ବୟସର ଝିଅଙ୍କ ସହ ଦୁଷ୍କର୍ମ କଲେ ହେବ ଫାଶୀଦଣ୍ଡ

ENO Beuro

Leave a Comment