News

ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା:ଆଇଏଏସ୍‌ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ

binod

ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା 

ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ଆଇଏଏସ୍‌ ବିନୋଦ କୁମାରଙ୍କୁ ୩ବର୍ଷ ଜେଲ ଦଣ୍ଡ ହୋଇଛି। ସେ ଆଜି ଆତ୍ମସମର୍ପଣ ପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି। ଜେଲ୍ ଦଣ୍ଡାଦେଶ ପରେ ବିନୋଦଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। binod

ଏଥିସହ ଅନ୍ୟତମ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ମର୍ଷ ୩ ବର୍ଷ ଜେଲ ଦଣ୍ଡ ହୋଇଥିବା ସୂଚନା ମିଳିଛି। ଓଆର୍‌ଏଚ୍‌ଡିସିରେ ୫୩ ଲକ୍ଷ ଟଙ୍କାର ଦୁର୍ନୀତି ମାମଲାରେ ବିନୋଦ କୁମାର ସଂପୃକ୍ତ ଥିଲେ। ପୂର୍ବରୁ ଏହି ମାମଲାରେ କୋର୍ଟ ୨ଜଣଙ୍କୁ ୩ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଶୁଣାଇଥିଲେ।

ପ୍ରକାଶ ଯେ, ବିନୋଦ କୁମାର  ନାମରେ ୨୧ଟି ମାମଲା ରହିଛି। ପୂର୍ବରୁ କୋର୍ଟ ବିନୋଦଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ।

ପଢନ୍ତୁ;ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ରଙ୍ଗର ଡ୍ରେସ ପିନ୍ଧିଲେ କ’ଣ ପ୍ରଭାବ ପଡିଥାଏ ଜାଣନ୍ତୁ ?

Related posts

Netflix ଲଞ୍ଚ୍‌ କଲା ସବୁଠାରୁ ଶସ୍ତା ମୋବାଇଲ୍‌ ପ୍ଲାନ୍‌

Ratnamani Moharana

ନିଆଁ ଲାଗି ୫ଟି ପରିବାରର ୮ବଖରାରୁ ‌ଊର୍ଦ୍ଧ୍ୱ ଘର ପୋଡ଼ି ପାଉଁଶ

ENO Beuro

ଓଡିଶାରେ ମାଧ୍ୟମିକ ଶିକ୍ଷାର ଦୟନୀୟ ଚିତ୍ର

Ratnamani Moharana

1 comment

Leave a Comment