News

ଶଶାଙ୍କ ମନୋହର ପୁଣି ହେଲେ ଆଇସିସି ଅଧକ୍ଷ!

ବିସିସିଆଇର ପୂର୍ବତନ ସଭାପତି ଶଶାଙ୍କ ମନୋହର ଦ୍ଵିତୀୟ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ସ୍ଵାଧୀନ ଅଧକ୍ଷ ନିର୍ବାଚିତ ହୋଇଛନ୍ତି। ଆଗାମୀ ୨ବର୍ଷ ପାଇଁ ସେ ଆଇସିସିର ଏହି ଗୁରୁଦାୟିତ୍ଵ ତୁଲାଇବେ। ୨୦୧୬ରେ ମନୋହର ପ୍ରଥମ ଥର ଅଧକ୍ଷ ନିର୍ବାଚିତ ହୋଇଥିଲେ।

ଶଶାଙ୍କ ଗତ ୨ ବର୍ଷର କାର୍ଯାକାଳ ମଧ୍ୟରେ ବିଶ୍ଵ କ୍ରିକେଟରେ ଅନେକ ଗୁରୁତ୍ଵପୂର୍ଣ ସୁଧାର ଆଣିଥିଲେ। ଫଳରେ ପ୍ରଥମ ଥର ପାଇଁ ସ୍ଵାଧୀନ ମହିଳା ନିଯୁକ୍ତ କରଯାଇଥିଲା।

ଅଧକ୍ଷ ଭାବେ ପୁନଃ ନିର୍ବାଚିତ ହେବା ପରେ ଶଶାଙ୍କ କହିଥିଲେ ଯେ,ଦ୍ଵିତୀୟ ଥର ପାଇଁ ଅଧକ୍ଷ ପଦରେ ନିର୍ବାଚିତ ହେବା ଗର୍ବର ବିଷୟ। ଅନବରତ ସହଯୋଗ ପାଇଁ ଆଇସିସିର ନିର୍ଦେଶକମାନଙ୍କୁ ଧନ୍ୟବାଦ ଜଣାଉଛି। ଗତ ୨ ବର୍ଷ ମଧ୍ୟରେ ଆମେ ସମସ୍ତେ ଏକତ୍ର ହୋଇ ପାଦ ଆଗକୁ ବଢାଇଥିଲୁ। ୨୦୧୬ରେ ଅଧକ୍ଷ୍ ନିଯୁକ୍ତି ବେଳେ ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିଛି।

ପଢନ୍ତୁ; ଖାଲି ପେଟରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଆସନ୍ତୁ ଜାଣିବା!

Related posts

ଫେସବୁକରେ ‘ପ୍ରେମିକା’ ପୁରୁଷ ବୋଲି ଜାଣିବାପରେ ହତ୍ୟା କଲା ପ୍ରେମିକ

ENO Beuro

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ମାଲକାନଗିରି ଓ କୋରାପୁଟ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା

Ratnamani Moharana

କୋର୍ଟରୁ ଖସିଗଲା ସିରିଏଲ୍ କିଲର ! ୩ ପୁଲିସ ନିଲମ୍ବିତ

ENO Beuro

Leave a Comment