News

ଆଜିଠୁ ଆରମ୍ଭ ଆଇସିଏସ୍‌ଇ ପରୀକ୍ଷା

icse

ଦିନ ୧୧ରେ ଆରମ୍ଭ ହେଲା ପରୀକ୍ଷା

ଇଣ୍ଡିଆନ ସାର୍ଟିଫିକେଟ ଅଫ ସେକେଣ୍ଡାରୀ ଏଜୁକେସନ(ଆଇସିଏସ୍‌ଇ) ଦ୍ଵାଦଶ ପରୀକ୍ଷା ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ଇଂରାଜୀ ଭାଷା ପେପର-୧ ପରୀକ୍ଷା ହୋଇଛି। ପରୀକ୍ଷାର ଅବଧି ୨ ଘଣ୍ଟା ରହିଛି। ସେହିପରି ଶନିବାର ଦିନ ପୂର୍ବାହ୍ନ ୯ଟାରେ ଆର୍ଟ ପେପର-୧ର ପରୀକ୍ଷା ହେବ। ଯାହାର ଅବଧି ୩ ଘଣ୍ଟା ରହିଛି। ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ଛଡ଼ାଯିବ ବୋଲି ଆଇସିଏସ୍‌ଇ ପକ୍ଷରୁ କୁହାଯାଇଛି।

ମାର୍ଚ୍ଚ ୨୫ ଯାଏ ଚାଲିବାକୁ ଥିବା ଏହି ପରୀକ୍ଷାର ଶେଷ ଦିନରେ ବାୟୋଲୋଜି ପେପର୍‌-୩ ପରୀକ୍ଷା ରହିଛି।

ପଢନ୍ତୁ;  ରିଲିଜ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ର ଟ୍ରେଲର

Related posts

ଆମ ଗାଁ ଆମ ବିକାଶ: ୧୬୩ ପଞ୍ଚାୟତ ପାଇଁ ୩୮.୮୬କୋଟି ମଞ୍ଜୁର

ENO Beuro

ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମୋଦିଙ୍କ ଆହ୍ଵାନ : ଭାରତ ଏକ ହୋଇ ଲଢ଼ିବ ଓ ଜିତିବ

Ratnamani Moharana

ରାଜଧାନୀରେ ସ୍ୱଦେଶୀ ମେଳା ର ପ୍ରସ୍ତୁତି, ଅକ୍ଟୋବର ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ବ୍ୟାପୀ ଚାଲିବ

ENO Beuro

1 comment

Leave a Comment