ଆସନ୍ତୁ ଜାଣିବା ରୋଷେଇ ଘରର ବାସନକୁ ନେଇ କଣ କହେ ବାସ୍ତୁ
ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡେଇ ରାହୁଙ୍କ ପ୍ରତୀକ ଅଟେ । ତେଣୁ ଆମେ ରୋଷେଇ ଘର ସାମଗ୍ରୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ ।
Loading...
ଆମେ ଆମର ଆରାଧ୍ୟ ଦେବତାଙ୍କୁ ଫୁଲ ବା ଫୁଲମାଳ ଦେଇ ପୂଜାର୍ଚ୍ଚନା କରିଥାଉ। ବିଶ୍ବାସ କରୁ ଯେ ଏହା ଦ୍ବାରା ଆମର ପୁଣ୍ୟ ଅର୍ଜନ ହୁଏ। କିନ୍ତୁ ଶାସ୍ତ୍ର ମତରେ ଏହି ପୂଜାଫୁଲ ତିନି ପ୍ରକାରର। ଏଥିରୁ ମିଳୁଥିବା ପୁଣ୍ୟ ବି ତ୍ରିବିଧ।
ଆମେ ଆମର ଆରାଧ୍ୟ ଦେବତାଙ୍କୁ ଫୁଲ ବା ଫୁଲମାଳ ଦେଇ ପୂଜାର୍ଚ୍ଚନା କରିଥାଉ। ବିଶ୍ବାସ କରୁ ଯେ ଏହା ଦ୍ବାରା ଆମର ପୁଣ୍ୟ ଅର୍ଜନ ହୁଏ। କିନ୍ତୁ ଶାସ୍ତ୍ର ମତରେ ଏହି ପୂଜାଫୁଲ ତିନି ପ୍ରକାରର। ଏଥିରୁ ମିଳୁଥିବା ପୁଣ୍ୟ ବି ତ୍ରିବିଧ।
୧) ପ୍ରଥମ ପ୍ରକାରର ଫୁଲ ହେଉଛି ‘ସ୍ବାର୍ଜିତ ପୁଷ୍ପ’। ନିଜର ପୈତୃକ ଭୂମି ବା ନିଜେ ଅର୍ଜନ କରିଥିବା ଭୂମିକୁ ନିଜେ କର୍ଷଣ କରି, ନିଜ ଉପାର୍ଜନରୁ କିଣିଥିବା ବୀଜକୁ ନିଜେ ବପନ କରି, ନିଜେ ପାଣି ଦେଇ ବଢ଼ାଇଥିବା ଗଛରୁ ଯେଉଁ ଫୁଲ ଫୁଟେ, ତାହା ହେଉଛି ନିଜ ଅର୍ଜିତ ଫୁଲ ବା ‘ସ୍ବାର୍ଜିତ ପୁଷ୍ପ’। ଏହାକୁ ମଧ୍ୟ ‘ଉତ୍ତମ ପୁଷ୍ପ’ କୁହାଯାଏ। ସେଥିରେ ନିଜେ ମାଳଗୁନ୍ଥି ଦେବତାଙ୍କୁ ଅର୍ପଣ କଲେ ମନୁଷ୍ୟ ‘ଉତ୍ତମ ପୁଣ୍ୟ’ର ଅଧିକାରୀ ହୁଏ।
୨) ଦ୍ବିତୀୟ ପ୍ରକାରର ଫୁଲ ହେଉଛି ‘ବନସମୁଦ୍ଭବ ପୁଷ୍ପ’। ପ୍ରକୃତିର କୋଳରେ, ଅର୍ଥାତ୍ ବନ ଜଙ୍ଗଲରେ ଯେଉଁ ଫୁଲ ଫୁଟିଥାଏ, ତାହା ‘ବନସମୁଦ୍ଭବ ପୁଷ୍ପ’। ପଦବ୍ରଜରେ ଯାଇ ସେହି ଫୁଲକୁ ତୋଳି ଆଣିଲେ, ତାହାକୁ ‘ମଧ୍ୟମ ପୁଷ୍ପ’ କୁହାଯାଏ। ସେଥିରେ ମାଳା ଗୁନ୍ଥି ତାହାକୁ ଦେବତାଙ୍କୁ ଅର୍ପଣ କଲେ ମନୁଷ୍ୟ ‘ମଧ୍ୟମ ପୁଣ୍ୟ’ର ଅଧିକାରୀ ହୁଏ।
୩) ତୃତୀୟ ପ୍ରକାରର ଫୁଲ ହେଉଛି ‘ତ୍ୟାଜ୍ୟ ପୁଷ୍ପ’। ଦେଉଳ ଦ୍ବାରରେ ବା ହାଟବଜାରରେ ଯେଉଁ ଫୁଲ ବିକ୍ରି ହେଉଥାଏ, ବା ଭୋର୍ରୁ ଉଠି ଅନ୍ୟର ବାଡ଼ି ବଗିଚାରୁ ଯେଉଁ ଫୁଲ ଚୋରି କରି ଅଣାଯାଏ, ଅଥବା ବାଟରେ କେହି ଫୁଲ ନେଇ ଯାଉଥିବାବେଳେ ତାହାଙ୍କ ଠାରୁ ଯେଉଁ ଫୁଲ ମାଗି ଅଣାଯାଏ, ତାହା ‘ଅଧମ ପୁଷ୍ପ’ ବା ‘ତ୍ୟାଜ୍ୟ ପୁଷ୍ପ’। ସେଥିରେ ମାଳାଗୁନ୍ଥି ଦେବତାଙ୍କୁ ଅର୍ପଣ କଲେ, ମନୁଷ୍ୟ ‘ଅଧମ ପୁଣ୍ୟ’ର ଅଧିକାରୀ ହୁଏ। ଏହି ଫୁଲ ଦେବତା ଅର୍ଚ୍ଚନା କ୍ଷେତ୍ରରେ ସର୍ବଦା ପରିତ୍ୟାଜ୍ୟ।
ଏଣୁ ଆମେ ସବୁବେଳେ, ଅତି କମ୍ରେ ‘ବନସମୁଦ୍ଭବ ପୁଷ୍ପ’ରେ ଦେବତାଙ୍କର ଅର୍ଚ୍ଚନା କରିବା ଉଚିତ। କିନ୍ତୁ ଦେବାର୍ଚ୍ଚନା ପାଇଁ ‘ସ୍ବାର୍ଜିତ ପୁଷ୍ପ’ ହିଁ ସର୍ବୋତ୍ତମ।
Shakespeare, in the beautiful garden, among the party. Some of the hall: in fact she was ever to.
ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡେଇ ରାହୁଙ୍କ ପ୍ରତୀକ ଅଟେ । ତେଣୁ ଆମେ ରୋଷେଇ ଘର ସାମଗ୍ରୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ ।
ଆପଣଙ୍କ ରୋଜଗାରର ମାଧ୍ୟମ ହେଉଛି ଆପଣଙ୍କ ଦୋକାନ । ଏଥିନିମନ୍ତେ ଆପଣ ନିଜର ସବୁ ପୁଞ୍ଜି ଖଟାଇଥିଲେ ବି ହୋଇପାରୁନି ଭଲ ରୋଜଗାର। ପାଖରେ ଥିବା ଅନ୍ୟ ଦୋକାନରେ ଗହଳି ହେଉଥିବା ବେଳେ ଆପଣଙ୍କ ଦୋକାନରୁ ମୁହଁ ଫେରାଇ ନେଉଛନ୍ତି କି ଗ୍ରାହକ ।
ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଗ୍ରହ କିମ୍ବା ଠାକୁରଙ୍କ ସହ ଯୋଡ଼ି ହୋଇ ରହିଛି । ତେଣୁ ବାର ସହ ଯେଉଁ ଠାକୁରଙ୍କ ସମ୍ପର୍କ ଥାଏ, ସେଦିନ ସେହି ଠାକୁରଙ୍କ ପ୍ରିୟ ଜିନିଷ କିଣିଲେ ଶୁଭ ହୁଏ ବୋଲି ହିନ୍ଦୁମାନେ ସାଧାରଣତଃ ବିଶ୍ୱାସ କରିଥାନ୍ତି।