ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
କିଏ ଜାଲ ଶିକ୍ଷାଗତ ଯୋଗ୍ୟତା ତ କିଏ ମିଛ ଜାତିଗତ ପ୍ରମାଣପତ୍ର ଦେଇ ହାତେଇଛନ୍ତି ଶିକ୍ଷକ ପଦ । ପୁଣି କିଏ ନକଲି ବା କଳା ତାଲିକା ଭୁକ୍ତ ବିଶ୍ବବିଦ୍ୟାଳୟରୁ ଆଣିଛନ୍ତି ବିଏଡ୍ ସାର୍ଟିଫିକେଟ୍ ।
ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକରେ ପଢ଼ାଉଛନ୍ତି ମାଳମାଳ ନକଲି ଶିକ୍ଷକ । ସେମାନଙ୍କୁ ପୁଣି ଥରେ ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି । ନକଲି ଶିକ୍ଷକଙ୍କ ବିରୋଧରେ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବାକୁ ବର୍ଷ ତମାମ ଚାଲିଛି ନକଲି ଶିକ୍ଷକ ଧରପଗଡ଼ ଅଭିଯାନ । କାମକୁ ସରଳ କରିବା ପାଇଁ ଡିଜିଟାଇଜେସନ୍ ହେଉଛି ଶିକ୍ଷକଙ୍କ ସମସ୍ତ ଦସ୍ତାବିଜ ।
କିଏ ଜାଲ ଶିକ୍ଷାଗତ ଯୋଗ୍ୟତା ତ କିଏ ମିଛ ଜାତିଗତ ପ୍ରମାଣପତ୍ର ଦେଇ ହାତେଇଛନ୍ତି ଶିକ୍ଷକ ପଦ । ପୁଣି କିଏ ନକଲି ବା କଳା ତାଲିକା ଭୁକ୍ତ ବିଶ୍ବବିଦ୍ୟାଳୟରୁ ଆଣିଛନ୍ତି ବିଏଡ୍ ସାର୍ଟିଫିକେଟ୍ । ଜାଲ୍ ପ୍ରମାଣପତ୍ର ଦେଖାଇ ଦୀର୍ଘ ଦିନ ହେଲା ରାଜ୍ୟ ସରକାରଙ୍କଠାରୁ ଦରମା ବି ନେଉଛନ୍ତି । ସେମାନଙ୍କର ଏହି ଚଞ୍ଚକତା ଉପରେ ଲାଗିବ ଲଗାମ୍ । ଘନ ଘନ ଯାଞ୍ଚ ଚଲାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ୨୬ ଜିଲ୍ଲାର ୧୩୦ ଜଣ ନକଲି ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଆକ୍ସନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯିବ । ଆବଶ୍ୟକ ପଡ଼ିଲେ ଜେଲ୍ ଯିବେ ନକଲି ଶିକ୍ଷକ । ପୂର୍ବରୁ ମଧ୍ୟ ରାଜ୍ୟର ୨୩ଟି ଜିଲ୍ଲାରେ ଏପରି ୮୯ ଜଣ ଜାଲ୍ ଶିକ୍ଷକଙ୍କ ତଥ୍ୟ ଦେଇଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ଜଣେ ଗିରଫ ହୋଇଥିବା ବେଳେ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ୧୧ ଜଣ ଜାଲ୍ ଶିକ୍ଷକ ବହିଷ୍କାର ହୋଇଛନ୍ତି । ସେ ସମୟରେ ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।