ଏବେ ମଣିଷକୁ ମଶା କାମୁଡିଲେ ମରିବେ ମଶା

ମଣିଷକୁ କାମୁଡିଲେ ମରିବେ ମଶା

ଆମେରିକା ଓ କେନିୟାର ବୈଜ୍ଞାନିକମାନେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଏକ ନୂଆ ଉପାୟ ବାହାର କରିଛନ୍ତି । ସେମାନେ ଦାବି କରିଛନ୍ତି ଯେ ମଣିଷକୁ ଏକ ପ୍ରକାର ଔଷଧର ଓଭରଡ଼ୋଜ ଦିଆଯାଇ ଏପରି କରାଯାଇ ପାରିବ । ଏପରି ଔଷଧ ସେବନ କରୁଥିବା ବ୍ୟକ୍ତିକୁ ଯଦି ମଶା ମାନେ କାମୁଡିବେ, ତେବେ କିଛି ଦିନ ପରେ ମଶାର ମୃତୁ ହେବ ।

କୁଣ୍ଡେଇ ହେବା ଅଥବା ଦେହରେ ବିଭିନ୍ନ ଭାଗ ଫଳିଗଲେ , ତା ‘ ର ନିରାକରଣ ପାଇଁ ବ୍ୟବହୃତ ଔଷଧ ଆଇଭରମେକଟିନକୁ ପ୍ରୋୟାଗ କରି ମଶାମାନଙ୍କୁ ଏଭଳି ନିପାତ କରାଯାଇ ପାରିବ । ଏହି ଔଷଧ ଅଧିକ ମାତ୍ରରେ ସେବନ କଲେ ରକ୍ତ କିଛି ମାତ୍ରରେ ବିଷାକ୍ତ ହୋଇଯାଇଥାଏ ।

ତେଣୁ ସେଇ ରକ୍ତକୁ ସେବନ କଲେ ତା ‘ ର ଦୁଇ ସପ୍ତାହ ପରେ ମଶାମାନେ ପ୍ରାଣ ହରାଇ ଥାଆନ୍ତି । ଏଭଳି ଔଷଧର ଓଭରଡ଼ୋଯ ନେଲେ ତାହା ପ୍ରାୟ ମାସେ ଯାଏଁ ରକ୍ତରେ ପ୍ରଭାବ ପକାଇ ଥାଏ । ତେଣୁ ମାସେ ଭିତରେ ସେହି ବ୍ୟକ୍ତିକୁ ଯେତେ ମଶା କାମୁଡିଲେ , ସେମାନେ ସମସ୍ତେ ମରିବା ସୁନିଶ୍ଚିନ୍ତ ।

ବୈଜ୍ଞାନିକମାନେ ପ୍ରଥମ ପର୍ଯ୍ୟାୟରେ ୧୩୯ ଜଣ ବ୍ୟକ୍ତିଙ୍କ ଉପରେ ଏହି ଔଷଧର ପ୍ରୋୟାଗ କରି କେନିଆ ମେଡିକାଲ ରିସର୍ଚ ଇନଷ୍ଟିଚୁଟ ଏବଂ ୟୁଏସ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନର ବୈଜ୍ଞାନିକମାନେ ମିଳିତ ଭାବେ ବିଷୟରେ ଅଧ୍ୟୟନ କରିଥିଲେ ।

ପଢନ୍ତୁ ;

ଉଷୁମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ ଜାଣନ୍ତୁ ?

ଏପରି ଔଷଧ ସେବନ କରୁଥିବା ବ୍ୟକ୍ତିକୁ ଯଦି ମଶା ମାନେ କାମୁଡିବେ, ତେବେ କିଛି ଦିନ ପରେ ମଶାର ମୃତୁ ହେବ - 88%

88%

ଏହି ଔଷଧ ଅଧିକ ମାତ୍ରରେ ସେବନ କଲେ ରକ୍ତ କିଛି ମାତ୍ରରେ ବିଷାକ୍ତ ହୋଇଯାଇଥାଏ - 90%

90%
89%

Very Good!

ଏବେ ମଣିଷକୁ ମଶା କାମୁଡିଲେ ମରିବେ ମଶା

ଆମେରିକା ଓ କେନିୟାର ବୈଜ୍ଞାନିକମାନେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଏକ ନୂଆ ଉପାୟ ବାହାର କରିଛନ୍ତି । ସେମାନେ ଦାବି କରିଛନ୍ତି ଯେ ମଣିଷକୁ ଏକ ପ୍ରକାର ଔଷଧର ଓଭରଡ଼ୋଜ ଦିଆଯାଇ ଏପରି କରାଯାଇ ପାରିବ । ଏପରି ଔଷଧ ସେବନ କରୁଥିବା ବ୍ୟକ୍ତିକୁ ଯଦି ମଶା ମାନେ କାମୁଡିବେ, ତେବେ କିଛି ଦିନ ପରେ ମଶାର ମୃତୁ ହେବ ।

No Votes Yet

You're not rated yet