LIFESTYLE

ନିଜକୁ ଫିଟ୍ ରଖିବା ପାଇଁ ପ୍ରତିଦିନ କରନ୍ତୁ ଏହି ସବୁ କାମ

ଆଜିକାଲିର ଦୁନିଆରେ ସମସ୍ତେ ଚାହାଁନ୍ତି କି ସେମାନେ ସଂପୂ ର୍ଣ୍ଣ ଭାବେ ସୁସ୍ଥ ରହନ୍ତୁ ଓ ସ୍ୱାସ୍ଥ୍ୟକର ଜୀବନ ବଂଚିବା ପାଇଁ । ସମସ୍ତେ ନିଜକୁ ଫିଟ ରଖିବା ପାଇଁ ମଧ୍ୟ ଚାହାନ୍ତି । ଯଦି ଆପଣ ବି ଏମିତି ଭାବୁଛନ୍ତି , ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଟିପ୍ସ ଦେଉଛୁ । ଏହା ଦ୍ଵାରା ଆପଣ ନିଜକୁ ଫିଟ ରାଖୀ ପାରିବେ ।

ଫିଟ୍ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ :-

  • ସବୁଠୁ ପ୍ରଥମେ ନିଶା କରିବା ବନ୍ଦ କରନ୍ତୁ । ନିଶା ସେବନ କରିବା ଦ୍ୱାରା ଅନେକ ରୋଗ ସୃଷ୍ଟି ହୁଏ । ସେଥିପାଇଁ ଆପଣ ସବୁବେଳେ ନିଶା ଦ୍ରବ୍ୟ ଠାରୁ ଦୁରେଇ ରହନ୍ତୁ ।
  • ସ୍ୱଚ୍ଛତା ଉପରେ ସଭିଏଁ ବିଶେଷ ଧ୍ୟାନ ଦେବା ଉଚିତ । ନିଜ ଶରୀରର ସ୍ୱଚ୍ଛତା ସହିତ ନିଜ ଆଖପାଖ ସ୍ଥାନର ମଧ୍ୟ ସଫେଇ କରନ୍ତୁ । ସଫାସୁତୁରା ରଖିବା ଦ୍ୱାରା ପରିବେଶ ଶୁଦ୍ଧ ରହେ, ଯାହାକି ଆପଣଙ୍କ ଶରୀର ପାଇଁ ବହୁତ ଭଲ ।
  • ମଝିରେ ମଝିରେ ନିଜ ଶରୀରର ଯାଂଚ କରାନ୍ତୁ । ଏହା ଦ୍ୱାରା ଆପଣଙ୍କୁ ରୋଗ ହେବା ପୂର୍ବରୁ ତାହା ସଂପର୍କରେ ଜାଣିପାରିବେ ଓ ଚିକିତ୍ସା କରିପାରିବେ ।
  • ଆହାର ଆମ ଶରୀର ପାଇଁ ପୋଷଣର ମୁଖ୍ୟ ସ୍ରୋତ । ଆପଣ ଯାହା ବି ଭୋଜନ କରୁଛନ୍ତି ତାହା ସନ୍ତୁଳିତ ରହିବା ଉଚିତ ।

ପଢନ୍ତୁ ;

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଗୋଲାପ ପାଖୁଡା! ଜାଣନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ

Related posts

ନିଜ ମନରୁ ମନ୍ଦ ଚିନ୍ତାଧାରାକୁ ଦୂରେଇବେ କିପରି? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଆପଣ ଜାଣିଛନ୍ତି କି ? ଉପବାସ କରିବା ଦ୍ଵାରା ବଢିଥାଏ ବୟସ ! ଜାଣନ୍ତୁ ଉପବାସ ଦ୍ଵାରା ମିଳୁଥିବା ଉପକାରିତା ବିଷୟରେ

ENO Beuro

କେଶ ଝଡିବା ଓ ରୂପି ହେବା ସମସ୍ୟାକୁ ଦୂର କରିଥାଏ ଡାଳିମ୍ବ ଚୋପା! ଆସନ୍ତୁ ଜାଣିବା ଏହି ଚୋପାରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ?

ENO Beuro

Leave a Comment