ସମସ୍ତେ ବିବାହକୁ ଅପେକ୍ଷା କରିଥାଆନ୍ତି । ସମସ୍ତଙ୍କ ମନରେ ବିଭାହକୁ ନେଇ ବହୁତ କିଛି ଆଶା ଥାଏ । ସବୁବେଳେ ଘରର ବଡ ମାନେ କମ ବୟସରୁ ବିବାହ କରିବା ପାଇଁ କହିଥାଆନ୍ତି । କିନ୍ତୁ ଆମେ ଆପଣଙ୍କୁ ଏଠାରେ କହିବାକୁ ଚାହୁଁଛୁ ଯେ ପ୍ରାପ୍ତ ବୟସ୍କରେ ବିବାହ କରିବା ଦ୍ୱାରା କଣ ସବୁ ଫାଇଦା ମିଳିଥାଏ ।
ବିଳମ୍ବରେ ବିବାହ କଲେ ମିଳିଥାଏ ଏହି ସବୁ ଫାଇଦା :-
- ଅନେକ ଅନୁଭୂତି ଏବଂ ଘରକୁ ଚଳାଇବାର କ୍ଷମତା ମଧ୍ୟ ଠିକ ଭାବେ ଜଣା ପଡିଯାଇଥାଏ ।
- ବିଳମ୍ବରେ ବିବାହ କରିବା ଦ୍ୱାରା ଆପଣଙ୍କ ସହ ଆପଣ ଠିକ ରୁପେ ପରିଚିତ ହୋଇ ଯାଇଥିବେ ।
- ଆର୍ଥିକ ସ୍ଥିତି ମଜଭୂତ ଥାଏ ।
- ସମୟ ଏବଂ ବୁଝିବା କ୍ଷମତା ଆସିଯାଇଥାଏ ।
- ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ଆପଣ ବିଳମ୍ବରେ ବିବାହ କରୁଛନ୍ତି ତେବେ ଆପଣଙ୍କର ଥିବା କିଛି ସ୍ୱପ୍ନ ପୂରଣ କରିପାରିବା ପାଇଁ ଢେର ସମୟ ମଧ୍ୟ ପାଇବେ ।
- ଦୁଇ ଜଣ ଦୁଇ ଜଣକୁ ଭଲରେ ବୁଝି ପାରିବେ ।
ପଢନ୍ତୁ ;