LIFESTYLE

ବିଳମ୍ବରେ ବିବାହ କଲେ କେଉଁ ସବୁ ଫାଇଦା ମିଳିଥାଏ ଜାଣନ୍ତୁ ?

ସମସ୍ତେ ବିବାହକୁ ଅପେକ୍ଷା କରିଥାଆନ୍ତି । ସମସ୍ତଙ୍କ ମନରେ ବିଭାହକୁ ନେଇ ବହୁତ କିଛି ଆଶା ଥାଏ । ସବୁବେଳେ ଘରର ବଡ ମାନେ କମ ବୟସରୁ ବିବାହ କରିବା ପାଇଁ କହିଥାଆନ୍ତି । କିନ୍ତୁ ଆମେ ଆପଣଙ୍କୁ ଏଠାରେ କହିବାକୁ ଚାହୁଁଛୁ ଯେ ପ୍ରାପ୍ତ ବୟସ୍କରେ ବିବାହ କରିବା ଦ୍ୱାରା କଣ ସବୁ ଫାଇଦା ମିଳିଥାଏ ।

ବିଳମ୍ବରେ ବିବାହ କଲେ ମିଳିଥାଏ ଏହି ସବୁ ଫାଇଦା :-

  • ଅନେକ ଅନୁଭୂତି ଏବଂ ଘରକୁ ଚଳାଇବାର କ୍ଷମତା ମଧ୍ୟ ଠିକ ଭାବେ ଜଣା ପଡିଯାଇଥାଏ ।
  • ବିଳମ୍ବରେ ବିବାହ କରିବା ଦ୍ୱାରା ଆପଣଙ୍କ ସହ ଆପଣ ଠିକ ରୁପେ ପରିଚିତ ହୋଇ ଯାଇଥିବେ ।
  • ଆର୍ଥିକ ସ୍ଥିତି ମଜଭୂତ ଥାଏ ।
  • ସମୟ ଏବଂ ବୁଝିବା କ୍ଷମତା ଆସିଯାଇଥାଏ ।
  • ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ଆପଣ ବିଳମ୍ବରେ ବିବାହ କରୁଛନ୍ତି ତେବେ ଆପଣଙ୍କର ଥିବା କିଛି ସ୍ୱପ୍ନ ପୂରଣ କରିପାରିବା ପାଇଁ ଢେର ସମୟ ମଧ୍ୟ ପାଇବେ ।
  • ଦୁଇ ଜଣ ଦୁଇ ଜଣକୁ ଭଲରେ ବୁଝି ପାରିବେ ।

ପଢନ୍ତୁ ;

ଫ୍ରାଇଡେରେ ପରଦାକୁ ଆସିଲା ‘ଶକ୍ତି- ଦ ଲାୟନ ହାର୍ଟ’

Related posts

ରାତ୍ରିଭୋଜନ ପରେ କରନ୍ତୁ ନାହିଁ ଏହି ସବୁ କାମ,ନଚେତ ହୋଇପାରନ୍ତି ଅସୁବିଧାର ସମ୍ମୁଖୀନ!

ENO Beuro

ପ୍ରତିଦିନ ବନ୍ଧାକୋବିର ଜୁସ୍ ପିଇବା ଦ୍ଵାରା କ’ଣ ହୁଏ ଆସନ୍ତୁ ଜାଣିବା

ENO Beuro

ତ୍ଵଚା ଓ କେସ ପାଇଁ ବେଲପତ୍ର କେତେ ଉପଯୋଗୀ ଜାଣନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More