• Home
  • ASTRO
  • VASTU
  • ରୋଜଗାର ଓ ଚାକିରୀରେ ସଫଳତା ପାଇବାକୁ ଚହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ
VASTU

ରୋଜଗାର ଓ ଚାକିରୀରେ ସଫଳତା ପାଇବାକୁ ଚହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ଆଚାର୍ଯ୍ୟ ଚାଣକ୍ୟ ନିଜ ନିୟମ ଓ ନିତରେ ବ୍ୟକ୍ତିଙ୍କର ସବୁ ସମସ୍ୟାର ଏକ ସହଜ ଉପାୟ ବାହାର କରିଥାନ୍ତି । ତାଙ୍କର ନୀତି ଅନୁସାରେ ଯଦି କେହି ବ୍ୟକ୍ତି ଚାଲିଥାନ୍ତି ତେବେ ତାଙ୍କ ଜୀବନ ନିଶ୍ଚିତ ରୂପେ ସୁଖମୟ ହେବ ।

ତାଙ୍କ ନୀତି ଅନୁସାରେ ସେ ୫ ଗୋଟି କଥାର ଉଲେଖ କରିଛନ୍ତି, ଜାଣନ୍ତୁ ସେ ସମ୍ପର୍କରେ –

ଯେଉଁଠାରେ କୌଣସି ଧନୀ ରହିଥାନ୍ତି-
ଆଚାର୍ଯ୍ୟ ଚାଣକ୍ୟ କହିବା ଯୋଗ୍ୟ ପ୍ରଥମ ପ୍ରଥା କହିଲେ କି ଯେଉଁଠାରେ କୌଣସି ଧନୀ ରହିଥାନ୍ତି , ସେହି ସ୍ଥାନ ରେ ବ୍ୟବସାୟ କରିବା ଦ୍ୱାରା ନିଜ ବ୍ୟାପାରରେ ଉର୍ନତି ହେଇଥାଏ ।

ଯେଉଁଠାରେ କୌଣସି ଶାସକିୟ ବ୍ୟକ୍ତି ରହିଥାନ୍ତି-
ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ରହିବାର ଯୋଗ୍ୟ ସ୍ଥାନ ତାହା , ଯେଉଁଠାରେ କୌଣସି ଉଚିତ ଶାସକ ରହିଥାନ୍ତି କାରଣ ଯେଉଁଠାରେ ରାଜା ରହିଥାନ୍ତି ସେଠାରେ ଶାସନ କାର୍ଯ୍ୟ ଠିକ ଭାବରେ ହେଇଥାଏ ।

ଯେଉଁଠାରେ ନଦୀ ପ୍ରବାହିତ ହେଇଥାଏ-
ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାୟୀ  ଯେଉଁଠାରେ ନଦୀ ପ୍ରବାହିତ ହେଇଥାଏ ଓ ସବୁକିଛି ପ୍ରାକୃତିକ ବସ୍ତୁ ମଧ୍ୟ ସୁବିଧାରେ ମିଳିଥାଏ ସେପରି ସ୍ଥାନ ହିଁ ଉପଯୁକ୍ତ ସ୍ଥାନ ଅଟେ।

ଯେଉଁଠାରେ ବୈଦ୍ୟ ରହିଥାନ୍ତି-
ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ଯେଉଁଠାରେ କୌଣସି ବୈଦ୍ୟ ରହିଥାନ୍ତି ସେହିପରି ସ୍ଥାନରେ ରହିବ ଦ୍ୱାରା ଆପଣ ତୁରନ୍ତ କୌଣସି ରୋଗରୁ ରକ୍ଷା ପାଇପାରିବେ ।

ଯେଉଁଠାରେ କୌଣସି ଜ୍ଞାନୀ ରହିଥାନ୍ତି-
ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ରହିବାର ଯୋଗ୍ୟ ସ୍ଥାନ ତାହା ଯେଉଁଠାରେ କୌଣସି ଜ୍ଞାନୀ ବ୍ୟକ୍ତି ରହିଥାନ୍ତି ଯିଏ କି ବେଦ ଜ୍ଞାନ ରେ ପାରଂଗମ ଥିବେ ।

ରୋଜଗାର ଓ ଚାକିରୀରେ ସଫଳତା ପାଇବାକୁ ଚହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ growup

ପଢନ୍ତୁ ;

ଚାଣକ୍ୟ ଅର୍ଥଶାସ୍ତ୍ର ଅନୁସାରେ ,ଚାଲନ୍ତୁ ଜାଣିବା କେଉଁମାନଙ୍କୁ କେବେ ହସ ମାଡ଼େ ନାହିଁ

Related posts

ନୂତନ ଗୃହରେ ପ୍ରବେଶ କରିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏହି ସବୁ କଥା, ନଚେତ ହୋଇପାରେ ଅନେକ ସମସ୍ୟା!

Krishna Kumar Manoj

ନୂଆ ଗାଡି କିଣିବା ପରେ କିଭଳି ପୂଜାର୍ଚ୍ଚନା କଲେ ଦୁର୍ଘଟଣାରୁ ରକ୍ଷା ପାଇବେ ! ଜାଣନ୍ତୁ ସେ ସମ୍ପର୍କରେ

Krishna Kumar Manoj

ଯାତ୍ରା ସମୟରେ ବିରାଡି ନୁହେଁ , ବରଂ ଏହି ଜୀବଜନ୍ତୁମାନଙ୍କୁ ଦେଖିବା ଅଶୁଭକର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More