ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ଆଜି ବିଡିଏ ପକ୍ଷରୁ ହେବ ବଡ଼ ଧରଣର ଉଛେଦ କାର୍ଯ୍ୟ ହେବ। ବାଲିପାଟଣା ଥାନା ଝିଣ୍ଟି ଶାସନ ଅନ୍ତର୍ଗତ ତ୍ରାହି ଅଚ୍ୟୁତ ନଗରରେ ହେବ ଉଚ୍ଛେଦ କାର୍ଯ୍ଯ ।
ଆଜି ବିଡିଏ ପକ୍ଷରୁ ହେବ ବଡ଼ ଧରଣର ଉଛେଦ କାର୍ଯ୍ୟ ହେବ। ବାଲିପାଟଣା ଥାନା ଝିଣ୍ଟି ଶାସନ ଅନ୍ତର୍ଗତ ତ୍ରାହି ଅଚ୍ୟୁତ ନଗରରେ ହେବ ଉଚ୍ଛେଦ କାର୍ଯ୍ଯ । ମାଟିରେ ମିଶିବ ତ୍ରାହି ଅଚ୍ୟୁତ ନଗରରେ ନିର୍ମାଣ ହୋଇଥିବା ବେଆଇନ ଘର । ପ୍ରଥମ ପର୍ଯ୍ୟାୟରେ ଆଜି ୨୫ଟି ଘର ଭାଙ୍ଗିବାକୁ ନୋଟିସ ହୋଇଛି । ବିଡିଏର ବିନା ପ୍ଲାନ ଅନୁମୋଦନରେ ନିର୍ମାଣ ହୋଇଛି ବହୁ ଘର । କିଛି ଅଘଟଣକୁ ଆଶଙ୍କା କରି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।