• Home
  • News
  • ଗାଡି ଚାଳକ ହୋଇଯାଆନ୍ତୁ ସାବଧାନ ! ଲାଗୁ ହେଲା ନୂଆ ନିୟମ,ଆସନ୍ତୁ ଜାଣିବା ଏହି ନିୟମ ସଂପର୍କରେ
News

ଗାଡି ଚାଳକ ହୋଇଯାଆନ୍ତୁ ସାବଧାନ ! ଲାଗୁ ହେଲା ନୂଆ ନିୟମ,ଆସନ୍ତୁ ଜାଣିବା ଏହି ନିୟମ ସଂପର୍କରେ

ଆଜିକା ଦିନରେ ଲୋକଙ୍କଠାରେ ବିଶେଷ କରି କାର ଚଲାଇବାର ସଉକିନ୍ ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏବେଠୁ ଗାଡି ଚାଳକ ମାନେ ହେଈ ଯାଆନ୍ତୁ ସାବଧାନ ।

ଆପଣ ଜାଣିଛନ୍ତି କି , କାର ଚାଳକଙ୍କ ପାଇଁ ନିକଟରେ ଏକ ନୂଆ ନିୟମ ଲାଗୁ କରାଯାଇଛି, ଯେଉଁଥିରେ ଆପଣଙ୍କର ଏହି ସଉକ୍ ହିଁ ଆପଣଙ୍କ ପକେଟ୍ ଖାଲି କରିବାର ଯଥେଷ୍ଟ ଭୂମିକା ଗ୍ରହଣ କରିଛି ।

ତେବେ ଆସନ୍ତୁ ଜାଣିବା ଏହି ନିୟମ ସଂପର୍କରେ . .

ଆପଣ କାର ନିଶ୍ଚୟ ଚଲାଉଥିବେ ତେବେ ନିଜର ନୂଆ କାରର ମେଂଟେନ ଏବଂ ସୌନ୍ଦର୍ଯ୍ୟତା ବଜାୟ ରଖିବା ସହ କାରକୁ ଆଡଭାନ୍ସ ଫିଚର୍ସ ସହିତ ମଧ୍ୟ ଲେସ କରିଥାନ୍ତି । ହେଲେ ଯଦି ଆପଣ ଆପଣଙ୍କର କାରକୁ ଆକ୍ସିଡେଟରେ ନିଜ ଗାଡିକୁ କ୍ଷତିରୁ ରକ୍ଷା କରିବାକୁ କ୍ରାସ ଗାର୍ଡ ବା ବୁଲ ଗାର୍ଡ ଲଗାଇଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଜରିମାନା ଦେବାକୁ ପଡିବ । ଆଉ ସେ ପୁଣି ୫ ହଜାର ଟଙ୍କା ପର୍ଯ୍ୟନ୍ତ ।

କେନ୍ଦ୍ର ସରକାର ସାରା ଦେଶର ଆରଟିଓଠାରୁ ଏଭଳି ବେଆଇନ ବମ୍ପର ଗାର୍ଡ ଲଗାଯିବା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରରେ ବମ୍ପର ଗାର୍ଡ ବା ବୁଲଗାର୍ଡ ଲଗାଇଥିବା ମାଲିକଙ୍କ ଉପରେ ହଜାରୁ ୫ ହାଜର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ ।

ଗାଡି ଚାଳକ ହୋଇଯାଆନ୍ତୁ ସାବଧାନ ! ଲାଗୁ ହେଲା ନୂଆ ନିୟମ,ଆସନ୍ତୁ ଜାଣିବା ଏହି ନିୟମ ସଂପର୍କରେ car

ପଢନ୍ତୁ ;

ବସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ମହୁ ରଖିଲେ କଣ ଲାଭ ହୁଏ ଜାଣନ୍ତୁ?

Related posts

ରେଳଧାରଣାରେ ଫାଟ ଥିଲେ ବାଜିବ ଆଲାର୍ମ, ସଙ୍କୋଚନ ଓ ପ୍ରସାରଣଜନିତ ଦୁର୍ଘଟଣାରୁ ମିଳିପାରିବ ରକ୍ଷା

Krishna Kumar Manoj

ହିମାଚଳ ପ୍ରଦେଶରେ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ,ପାଇଲଟ ମୃତ

Krishna Kumar Manoj

ଦିନକୁ ପାରିଶ୍ରମିକ ବାବଦକୁ ୨୦ ଟଙ୍କା ପାଇଁ ଚାଷ କରୁଛନ୍ତି ଗୁରମିତ ରାମ ରହିମ ସିଂହ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More