News

ଭୁବନେଶ୍ବରରେ ବ୍ୟାନ୍ ପରେ ବି ବ୍ୟବହାର ହେଉଛି ପଲିଥିନ୍

Pp

ପଲିଥିନ  ବ୍ୟବହାରର ଭୟାଭୟତାକୁ ଦେଖି ଓଡିଶା ସରକାର ପଲିଥିନ ବ୍ୟବହାରକୁ ନିଷେଧ କରିଥିଲେ। ପଲିଥିନର ବ୍ୟବହାର ଦ୍ଵାରା ମୃତ୍ତିକାରେ ଆବର୍ଜନାର ମାତ୍ରା ବଢିବା ସହ ଏହା ଜୀବଜଗତ ପାଇଁ ବିପଦ ସୃଷ୍ଟି କରେ। ତେବେ ପଲିଥିନ୍ ବ୍ୟବହାର ଉପରେ କଟକଣା   ଜାରି ହେବାର ୮ ମାସ ପରେ ବି ରାଜଧାନୀର ବିଭିନ୍ନ ସ୍ଥାନରେ ଏବେବି ପଲିଥିନ୍ ବ୍ୟବହାର କରାଯାଉଛି । ପ୍ରଶାସନ ପକ୍ଷରୁ ଏନେଇ ବାରମ୍ବାର ବାରଣ କରାଯାଉଥିଲେ ବି ବ୍ୟବସାୟୀ ପଲିଥିନ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।

Q
Q

ତେଣୁ ଆଜିଠାରୁ ପୁଣି ଭୁବନେଶ୍ବରର   ବିଭିନ୍ନ ସ୍ଥାନରେ ଚଢାଉ କରାଯିବ । ଏଥିପାଇଁ ୨ଟି ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଗଠନ କରାଯାଇଛି । ଟିମ୍ ରେ ବିଏମସି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ଓ ପୋଲିସ ରହିବେ ।ରାଜଧାନୀର ବିଭିନ୍ନ ହାଟ, ବଜାର, ସପିଂ ମଲ୍, ଭେଣ୍ଡିଂ ଜୋନର୍ରେ ଚଢାଉ କରାଯିବ । ଆବଶ୍ୟକସ୍ଥଳେ ଦୋକାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଦେବା ସହ ଟ୍ରେଡ୍ ଲାଇସେନ୍ସ  ବାତିଲ ମଧ୍ୟ କରାଯିବ ।

ପଢନ୍ତୁ: ଏବେ ଚିଲିକାରେ ମିଳିବ ଗୋଆ ଓ ଆଣ୍ଡାମାନର ମଜା

Related posts

କମିଲା ଏଲପିଜି ଦର

ENO Beuro

ଉତ୍କଳ ଗୌରବ ମଧୁସୂଦନଙ୍କ ଆଜି ଜୟନ୍ତୀ

ENO Beuro

ନିଆଁ ଲାଗି ୫ଟି ପରିବାରର ୮ବଖରାରୁ ‌ଊର୍ଦ୍ଧ୍ୱ ଘର ପୋଡ଼ି ପାଉଁଶ

ENO Beuro

Leave a Comment