ସଙ୍କଟରେ ଇମରାନ୍ ଙ୍କ ତୃତୀୟ ବିବାହ

ପାକିସ୍ତାନ କ୍ରିକେଟର ଇମ୍ରାନ ଖାଁଙ୍କ ତୃତୀୟ ବିବାହ ଏବେ ସଙ୍କଟ ଦେଇ ଗତି କରୁଛି। ତାଙ୍କର ତୃତୀୟ ସ୍ତ୍ରୀ ବୁଶରା ମାନେକ୍‌(୪୫) ଘର ଛାଡି ଚାଲିଯାଇଛନ୍ତି। ଇମ୍ରାନ୍‌ ରଖିଥିବା ପୋଷା କୁକୁରଙ୍କ ଯୋଗୁ ସେ ବିରକ୍ତ ହୋଇ ଘର ଛାଡିଥିବା କୁହାଯାଉଛି। ବିବାହ ସମୟରେ ପୋଷା କୁକୁରଗୁଡ଼ିକୁ ଘରୁ ବାହାର କରିଦିଆଯାଇଥିବାବେଳେ ଏବେ ପୁଣି ସେମାନେ ଘରକୁ ଫେରିଆସିଛନ୍ତି।

କୁହାଯାଉଛି କି, ଇମ୍ରାନ ଖାନ ପାଳନ କରିଥିବା କୁକୁର ପାଇଁ ଦୁହିଁଙ୍କ ମଧ୍ୟରେ ମନାନ୍ତର ହୋଇଛି।

କେବଳ ଏତିକି ନୁହେଁ ବୁଶାରାଙ୍କ ଏବଂ ତାଙ୍କ ପ୍ରଥମ ସ୍ୱାମୀଙ୍କ ପୁତ୍ର ମଧ୍ୟ ଇମ୍ରାନଙ୍କ ଘରେ ରହୁଥିଲେ । କିନ୍ତୁ ପରେ ଏନେଇ କଥାବାର୍ତା ହୋଇଥିଲା କି ବୁଶାରାଙ୍କ ପରିବାରର କୌଣସୀ ସଦସ୍ୟ ଇମ୍ରାନଙ୍କ ଘରେ ରହି ପାରିବେ ନାହିଁ।

ସୂଚନାଯୋଗ୍ୟ କି, ଇମ୍ରାନ ଖାନ ଏବଂ ବୁଶାରାଙ୍କ ମଧ୍ୟରେ ଗତ ଫ୍ରେବୃଆରୀ ମାସରେ ବାହାଘର ହୋଇଥିଲା। ଏହାକୁ ଇମ୍ରାନ ଅତ୍ୟନ୍ତ ଗୋପନ ରଖିବାକୁ ଚାହୁଁଥିଲେ କାରଣ ଏହା ତାଙ୍କର ତୃତୀୟ ବିବାହ ଥିଲା। ଏହା ସହ ବାହାଘର ପୂର୍ବରୁ ପାକିସ୍ତାନ ପଂଜାବ ଅଂଚଳର ଲୋଧାରାଣ ଜିଲ୍ଲାରେ ହୋଇଥିବା ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଥିଲେ ଇମ୍ରାନ୍।

ପଢନ୍ତୁ; ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ୍‌,୧୩ ଛାତ୍ରଛାତ୍ରୀ ମୃତ!

ପାକିସ୍ତାନ କ୍ରିକେଟର ଇମ୍ରାନ ଖାଁଙ୍କ ତୃତୀୟ ବିବାହ ଏବେ ସଙ୍କଟ ଦେଇ ଗତି କରୁଛି। ତାଙ୍କର ତୃତୀୟ ସ୍ତ୍ରୀ ବୁଶରା ମାନେକ୍‌(୪୫) ଘର ଛାଡି ଚାଲିଯାଇଛନ୍ତି। ଇମ୍ରାନ୍‌ ରଖିଥିବା ପୋଷା କୁକୁରଙ୍କ ଯୋଗୁ ସେ ବିରକ୍ତ ହୋଇ ଘର ଛାଡିଥିବା କୁହାଯାଉଛି। ବିବାହ ସମୟରେ ପୋଷା କୁକୁରଗୁଡ଼ିକୁ ଘରୁ ବାହାର କରିଦିଆଯାଇଥିବାବେଳେ ଏବେ ପୁଣି ସେମାନେ ଘରକୁ ଫେରିଆସିଛନ୍ତି। - 4.5

89%

ଇମ୍ରାନ ଖାନ ଏବଂ ବୁଶାରାଙ୍କ ମଧ୍ୟରେ ଗତ ଫ୍ରେବୃଆରୀ ମାସରେ ବାହାଘର ହୋଇଥିଲା। - 4.5

89%
4.5/5

Very Good!

ସଙ୍କଟରେ ଇମରାନ୍ ଙ୍କ ତୃତୀୟ ବିବାହ

ପାକିସ୍ତାନ କ୍ରିକେଟର ଇମ୍ରାନ ଖାଁଙ୍କ ତୃତୀୟ ବିବାହ ଏବେ ସଙ୍କଟ ଦେଇ ଗତି କରୁଛି। ତାଙ୍କର ତୃତୀୟ ସ୍ତ୍ରୀ ବୁଶରା ମାନେକ୍‌(୪୫) ଘର ଛାଡି ଚାଲିଯାଇଛନ୍ତି। ଇମ୍ରାନ୍‌ ରଖିଥିବା ପୋଷା କୁକୁରଙ୍କ ଯୋଗୁ ସେ ବିରକ୍ତ ହୋଇ ଘର ଛାଡିଥିବା କୁହାଯାଉଛି। ବିବାହ ସମୟରେ ପୋଷା କୁକୁରଗୁଡ଼ିକୁ ଘରୁ ବାହାର କରିଦିଆଯାଇଥିବାବେଳେ ଏବେ ପୁଣି ସେମାନେ ଘରକୁ ଫେରିଆସିଛନ୍ତି।

No Votes Yet

You're not rated yet