News

ଭାରତର ମିସାଇଲ ପରୀକ୍ଷଣ ପରେ ପାକିସ୍ତାନ ଏବେ ଭୟରେ

ଅନ୍ତର୍ଜାତିକ ସମୁଦାୟ ଏଥିପ୍ରତି  ଧ୍ୟାନ ଦିଅନ୍ତୁ: ଇମରାନ ଖାନ

ଭରତ ଦ୍ଵାରା ଉପଗ୍ରହ ବିଧ୍ଵଂସୀ   ପ୍ରଣାଳୀ ପରୀକ୍ଷଣ କରିଯିବା ଉପରେ ପ୍ରତିକ୍ରିୟା ଦେଇ ପାକିସ୍ତାନ  କହିଛି କି ଅନ୍ତର୍ଜାତିକ ସମୁଦାୟ ଏହାର ନିନ୍ଦା କରିବା ଉଚିତ। ଏବଂ ତା’ ସହିତ ମହାକାଶର ସାମରିକରଣ ରୋକିବା ପାଇଁ ଅନ୍ତର୍ଜାତିକ ଆଇନକୁ ଆହୁରି ମଜଭୁତ କରାଯିବ ଦରକାର। ଅନ୍ୟଦେଶମାନଙ୍କ ଦ୍ଵାରା ଏଭଳି ଟେକ୍ନୋଲୋଜୀ ବିକଶିତ କରଜିବାକୁ ପୂର୍ବରୁ ଯେଉଁ ମାନେ ସମାଲୋଚନା କରୁଥିଲେ ସେମାନେ ଏବେ ଭାରତର ପରୀକ୍ଷଣ  ପ୍ରତି ସମାନ ଆଭିମୁଖ୍ୟ ପୋଷଣ କରନ୍ତୁ।

ପାକିସ୍ତାନ ମଧ୍ୟ ମହାକାଶୀୟ  ପ୍ରଯୁକ୍ତି ସାମାଜିକ ଓ ଅନ୍ତର୍ଜାତିକ ବିକାଶ ପାଇଁ ବ୍ୟବହାର କରୁଛି। ଅନ୍ୟପଟରେ ଚୀନ ଆଜି ମାପିଛୁପି ଏହା ପରେ ବୟାନ ଦେଇଛି। ଚୀନ୍ର ବିଦେଶ ମନ୍ତ୍ରାଳୟ କହିଛିକି ମହାକାଶରେ ଶାନ୍ତି ଓ ସ୍ଥିରତା  ବଜାୟ ରଖିବା ପାଇଁ ପ୍ରତୋକ ଦେଶ ଉଦ୍ୟମ କରିବା ଉଚିତ।

ପଢନ୍ତୁ: ଆକ୍ଟର-ହେଲିକପ୍ଟର ଲଢେଇ ହେବ କନ୍ଦ୍ରାପଡାରେ: ଅନୁଭବ ବନାମ ବୈଜୟନ୍ତ

Related posts

ସର୍ଭେ: ଅଯୋଧ୍ୟାରେ ରାମ ମନ୍ଦିର ସପକ୍ଷରେ ୬୯% ଲୋକ

ENO Beuro

KISS In Guinness Book Of Records, For Attending Largest Laughter Yoga Class

ENO Beuro

ଚାଞ୍ଚଲ୍ୟ ସୃଷ୍ଟି କରୁଥିବା ବ୍ଲୁ ହ୍ୱେଲ୍ ଚ୍ୟାଲେଂଜ୍ ଗେମ୍‌ର ମାଷ୍ଟରମାଇଣ୍ଡକୁ ଗିରଫ କଲା ପୁଲିସ୍

ENO Beuro

Leave a Comment