• Home
  • News
  • ପ୍ରଫେସରଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ
News

ପ୍ରଫେସରଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ

ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ

ପ୍ରଫେସରଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ ।  ଭୁବନେଶ୍ୱର OUATର ଡାଇରେକ୍ଟର କ୍ଲିନିକ ମନୋରଞ୍ଜନ ଦାଶଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ ଆସିଥିବା ନେଇ ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ପ୍ରଫେସର ଦାଶ କହିଛନ୍ତି,“କେଉଁ ପରିସ୍ଥିତିରେ ଏପରି ହୋଇଛି ମୁଁ ଜାଣିନାହିଁ । ଏଥିସହ ଚକ୍ରାନ୍ତର ଶିକାର ହୋଇଥାଇ ପାରେ । ଏ ନେଇ ମୁଁ ପ୍ରଥମେ OUAT ଭିସିଙ୍କୁ ଜଣାଇବି ବୋଲି କହିଛନ୍ତି ପ୍ରଫେସର ମନୋରଞ୍ଜନ ।  ଆବଶ୍ୟକ ପଡ଼ିଲେ ପୋଲିସର ସହାୟତା ନେବି ବୋଲି ମଧ୍ୟ ସେ କହିଛନ୍ତି ।

ପ୍ରଫେସରଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ facebook

ପଢନ୍ତୁ ;

ପାଳଙ୍ଗ ଶାଗ ଖାଇବାକୁ ଯେତିକି ସ୍ୱାଦିଷ୍ଟ, ଶରୀର ପାଇଁ ସେତିକି ସ୍ୱାସ୍ଥ୍ୟପ୍ରଦ ! ଜାଣନ୍ତୁ ପାଳଙ୍ଗ ଶାଗର ଉପକାରିତା

Related posts

ବମିଖାଲ ଓଭରବ୍ରିଜ ଦୁର୍ଘଟଣାରେ ଆହତ ହେଇଥିବା ଛୋଟ ଝିଅ ଶୀତଲ ପଟ୍ଟନାୟକ ଏବେ ସୁସ୍ଥ ଅଛନ୍ତି ବୋଲି ସୂଚନା

Krishna Kumar Manoj

ସାନିଟାରୀ ନାପକିନ ସ୍କିମ ଆରମ୍ଭ କଲା କେନ୍ଦ୍ର , ପ୍ୟାଡ ପିଛା ଅଢେଇ ଟଙ୍କା!

Krishna Kumar Manoj

ପାସପୋର୍ଟ ପାଇଁ ଆଉ ବାରମ୍ବାର ଆସିବାକୁ ପଡିବନି ରାଜଧାନୀ ଭୁବନେଶ୍ଵର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More