VASTU

ପ୍ରତ୍ୟେକ କ୍ଷେତ୍ରରେ ନମସ୍କାର କରିବା ଗ୍ରହଣୀୟ ହୋଇନଥାଏ । ତେବେ ଜାଣିରଖନ୍ତୁ କେଉଁମାନଙ୍କୁ ନମସ୍କାର କରିବା ଅନୁଚିତ

ଭାରତୀୟ ସଂସ୍କୃତିରେ ନମସ୍କାରର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହା ମନରେ ଏକ ସକରାତ୍ମକ ଭାବନା ଜାତ କରିଥାଏ  । ଆମ ସଂସ୍କୃତିରେ ସାଧାରଣତଃ ଛୋଟମାନେ ବଡମାନଙ୍କୁ ମର୍ଯ୍ୟାଦା ଦେବା ପାଇଁ ନମସ୍କାର କରିଥାନ୍ତି  । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ନମସ୍କାର କରିବା ଗ୍ରହଣୀୟ ହୋଇନଥାଏ  । ତେବେ ଜାଣିରଖନ୍ତୁ କେଉଁମାନଙ୍କୁ ନମସ୍କାର କରିବା ଅନୁଚିତ;

  • ଭୋଜନ କରୁଥିବା ସମୟରେ ନମସ୍କାର କରିବା ଗ୍ରହଣୀୟ  ନୁହେଁ  ।
  • ରୋଗଶଯ୍ୟାରେ ଗଡୁଥିବା ବ୍ୟକ୍ତିଙ୍କୁ ନମସ୍କାର କରିବା କଥା ନୁହେଁ  ।
  • ମନ୍ଦିର ଭିତରେ ଗୁରୁଜନ ମାନଙ୍କୁ ନମସ୍କାର କରନ୍ତୁ ନାହିଁ  ।
  • ସ୍ନାନ କରୁଥିବା କିମ୍ବା ଜଳ ମଧ୍ୟରେ ଥାଇ ତର୍ପଣ କରୁଥିବା ବ୍ୟକ୍ତିଙ୍କୁ ନମସ୍କାର କରିବା ଅନୁଚିତ  ।
  • ପଦ୍ମ ପୁରାଣ ମତ ଅନୁଯାୟୀ , ଏହି ସମସ୍ତ ସ୍ଥାନରେ ନମସ୍କାର କଲେ ଦେବତା ମାନେ ଅଭିଶାପ ଦେଇଥାନ୍ତି  ।
  • ଦେବ ପୂଜା କରୁଥିବା ବ୍ୟକ୍ତିଙ୍କୁ ନମସ୍କାର କରିବା ଅନୁଚିତ  ।
  • ମନ୍ଦିର ମଧ୍ୟରେ ଥିବା ପୂଜକଙ୍କୁ ନମସ୍କାର କରନ୍ତୁ ନାହିଁ  ।
  • ଶୌଚ ଯାଉଥିବା ବା ଶୌଚରୁ ଫେରୁଥିବା ବ୍ୟକ୍ତିଙ୍କୁ ନମସ୍କାର କରିବା ଅନୁଚିତ  ।
  • ବେଦ, ଗୀତା, ଚଣ୍ଡି ଓ ଗାୟତ୍ରୀ ପାଠ କରୁଥିବା ସମୟରେ ନମସ୍କାର କରିବାକୁ ବାରଣ କରାଯାଇଛି  ।

ପଢନ୍ତୁ ;

ଲଗାତାର ଭାବରେ ଇୟରଫୋନ ବ୍ୟବହାର କରନ୍ତୁ ନାହିଁ ? ଏହା ଶରୀର ପ୍ରତି କ୍ଷତିକାରକ ହୋଇପାରେ। ଜାଣନ୍ତୁ ଏହାର କାରଣ

Related posts

ବିବାହରେ କୁଣ୍ଡୁଳି ଦେଖିବା ପୂର୍ବରୁ ଦେଖନ୍ତୁ ଝିଅର ଆଙ୍ଗୁଳି , ଜାଣନ୍ତୁ କାରଣ କ’ଣ ?

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ରାଶି ଅନୁଯାୟୀ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ଶୁଭ ହୁଏ ଜାଣନ୍ତୁ

ENO Beuro

ନୂଆ ଗାଡି କିଣିବା ପରେ କିଭଳି ପୂଜାର୍ଚ୍ଚନା କଲେ ଦୁର୍ଘଟଣାରୁ ରକ୍ଷା ପାଇବେ ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro

Leave a Comment