News

ଖଣ୍ଡୁଆଳ ବସ୍ତି, ଭୀମଟାଙ୍ଗୀରେ ପାନୀୟଜଳ ପ୍ରକଳ୍ପର ଶୁଭ ଉଦଘାଟନ

water

ଭୀମଟାଙ୍ଗୀର ଖଣ୍ଡୁଆଳ ବସ୍ତି ଠାରେ ଗତକାଲି ପାନୀୟଜଳ ପ୍ରକଳ୍ପର ଉଦଘାଟନ ହୋଇଅଛି। ଗତ ୨୪-୧୧-୨୦୧୮ ତାରିଖରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଏହି ପ୍ରକଳ୍ପର ଉର୍ସଗକୃତ କରିଥିଲେ।

water

ଏହି ପାନୀୟଜଳ ପ୍ରକଳ୍ପର ଉଦଘାଟନ କରିଛନ୍ତି ମାନ୍ୟବର ମନ୍ତ୍ରୀ ତଥା ପର୍ଯ୍ୟଟନ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା। ଏହି ସଭାରେ ମାନ୍ୟବର ସାଂସଦ ଡଃ ପ୍ରସନ୍ନ କୁମାର ପାଟଶାଣି,ମାନ୍ୟବର ମେୟର ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା,ମାନନୀୟ ଡେପୁଟି ମେୟର ଶ୍ରୀମତୀ କେ ଶାନ୍ତି ଏବଂ ମାନ୍ୟବର କର୍ପୋରେଟର ଶ୍ରୀମତୀ ଅନିତା ରାଣୀ ମହାନ୍ତି ଉପସ୍ଥିତ ଥିଲେ।

anita

ପଢନ୍ତୁ;  ଆପଣ ବି ମଦ୍ୟପାନ କରୁଛନ୍ତି କି ? ସାବଧାନ! ହୋଇପାରେ ଚର୍ମ କର୍କଟ

Related posts

ପରଲୋକରେ ରାଜ କପୁରଙ୍କ ପତ୍ନୀ କୃଷ୍ଣା ରାଜ କପୁର

ENO Beuro

ସରକାରଙ୍କୁ ଘାରିଛି  ଆଳୁ ଚିନ୍ତା : ନିୟନ୍ତ୍ରଣ ବାହାରେ ଆଳୁଦର , ମାତିଛନ୍ତି କଳାବଜାରୀ

ENO Beuro

ପଇସା ଦେଇ ଜଗାକୁ ଦେଖିବେ,ଅନ୍‌ଲାଇନରେ ବିକ୍ରି ହେବ ଦର୍ଶନ ଟିକେଟ

ENO Beuro

Leave a Comment