ଆସନ୍ତୁ ଜାଣିବା ରୋଷେଇ ଘରର ବାସନକୁ ନେଇ କଣ କହେ ବାସ୍ତୁ
ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡେଇ ରାହୁଙ୍କ ପ୍ରତୀକ ଅଟେ । ତେଣୁ ଆମେ ରୋଷେଇ ଘର ସାମଗ୍ରୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ ।
Loading...
ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଶୁଭ ଓ ଅଶୁଭ ଦୁଇଟି ଯାକ ଘଟଣା ଘଟିଥାଏ। ହେଲେ ଆପଣ ଜାଣନ୍ତି କି, ଆମ ଜୀବନରେ ଘଟିବାକୁ ଥିବା କିଛି ଅଶୁଭ ଘଟଣା ପୂର୍ବରୁ କିଛି ସଙ୍କେତ ମିଳିଥାଏ। ତେବେ ଆସନ୍ତୁ ଆଜି କେତେକ ଅଶୁଭ ଶଙ୍କେତ ବିଷୟରେ ।
ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଶୁଭ ଓ ଅଶୁଭ ଦୁଇଟି ଯାକ ଘଟଣା ଘଟିଥାଏ। ହେଲେ ଆପଣ ଜାଣନ୍ତି କି, ଆମ ଜୀବନରେ ଘଟିବାକୁ ଥିବା କିଛି ଅଶୁଭ ଘଟଣା ପୂର୍ବରୁ କିଛି ସଙ୍କେତ ମିଳିଥାଏ। ତେବେ ଆସନ୍ତୁ ଆଜି କେତେକ ଅଶୁଭ ଶଙ୍କେତ ବିଷୟରେ ।
୧) ଯଦି ହଠାତ୍ କୌଣସି କାରଣରୁ ଘଣ୍ଟା ବନ୍ଦ ହେବାକୁ ଲାଗେ, ଘଣ୍ଟାର କାଚ ଭାଙ୍ଗିବାକୁ ଲାଗେ, ଝରକାର କାଚରେ ଫଟା ଦାଗ ସୃଷ୍ଟି ହୁଏ ତେବେ ଜାଣିବେ ଯେ ଆପଣଙ୍କ ପରିବାର ପ୍ରତି କୌଣସି ଗମ୍ଭୀର ସଙ୍କଟ ମାଡ଼ି ଆସୁଛି।
୨) ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ କ୍ଷୀର ଗରମ କରିବା ସମୟରେ ଯଦି ଏହା ଉତୁରୀ ବାହାରକୁ ଚାଲିଆସେ ତେବେ ଖୁବ୍ କମ୍ ଦିନ ମଧ୍ୟରେ ଶୁଭ ଖବର ମିଳିବ। ହେଲେ ଯଦି କ୍ଷୀର ଉତୁରୀ ପୁରା ତଳକୁ ନିଗିଡି ନିଆଁରେ ପୋଡ଼ିଯାଏ ତେବେ ଏହା ଅଶୁଭ ସଙ୍କେତ। ଆଗକୁ କିଛି ଅଶୁଭ ଘଟଣା ଘଟିବାକୁ ଯାଉଛି ବୋଲି ଜାଣି ସାବଧାନ ରୁହନ୍ତୁ।
୩) ଯଦି ଆପଣଙ୍କ ରୋଷେଇ ଘରେ ଥିବା କାଚ ବାସନ ଲଗାତାର ଭାଙ୍ଗିବାକୁ ଲାଗେ ତେବେ ବୁଝିଯାଆନ୍ତୁ ଯେ, ଆପଣଙ୍କ ଉପରେ କୌଣସି ଏକ ବଡ଼ ଆର୍ଥିକ ସମସ୍ୟା ଆସିବ।
୪) ଯଦି ଆପଣଙ୍କ ଘରେ କୌଣସି ଶୁଭ କାମରେ ବାରମ୍ବାର ବିଘ୍ନ ଆସେ, ତେବେ ବୁଝିଯାଆନ୍ତୁ ଯେ ଆସନ୍ତା ବର୍ଷରେ ଆପଣଙ୍କ ଉପରେ ବିପଦର କଳା ବାଦଲ ଛାଇଯିବ। ଏହାର ପ୍ରତିକାର ପାଇଁ କୌଣସି ବାସ୍ତୁବିତ୍ଙ୍କୁ ଯୋଗାଯୋଗ କରନ୍ତୁ।
୫) ହଠାତ୍ ଯଦି କେବେ ଆପଣଙ୍କ ଘରର ଛାତ କିମ୍ବା ଅଗଣାରେ କୌଣସି ଜୀବର ହାଡ଼ ପଡ଼ିଥିବା ଦେଖିବାକୁ ମିଳେ, ତେବେ ବୁଝିଯାଆନ୍ତୁ ଯେ, ଆପଣଙ୍କୁ କିଛି ଗୋଟେ ଖରାପ ସମାଚାର ଶୁଣିବାକୁ ମିଳିବ।
Shakespeare, in the beautiful garden, among the party. Some of the hall: in fact she was ever to.
ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡେଇ ରାହୁଙ୍କ ପ୍ରତୀକ ଅଟେ । ତେଣୁ ଆମେ ରୋଷେଇ ଘର ସାମଗ୍ରୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ ।
ଆପଣଙ୍କ ରୋଜଗାରର ମାଧ୍ୟମ ହେଉଛି ଆପଣଙ୍କ ଦୋକାନ । ଏଥିନିମନ୍ତେ ଆପଣ ନିଜର ସବୁ ପୁଞ୍ଜି ଖଟାଇଥିଲେ ବି ହୋଇପାରୁନି ଭଲ ରୋଜଗାର। ପାଖରେ ଥିବା ଅନ୍ୟ ଦୋକାନରେ ଗହଳି ହେଉଥିବା ବେଳେ ଆପଣଙ୍କ ଦୋକାନରୁ ମୁହଁ ଫେରାଇ ନେଉଛନ୍ତି କି ଗ୍ରାହକ ।
ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଗ୍ରହ କିମ୍ବା ଠାକୁରଙ୍କ ସହ ଯୋଡ଼ି ହୋଇ ରହିଛି । ତେଣୁ ବାର ସହ ଯେଉଁ ଠାକୁରଙ୍କ ସମ୍ପର୍କ ଥାଏ, ସେଦିନ ସେହି ଠାକୁରଙ୍କ ପ୍ରିୟ ଜିନିଷ କିଣିଲେ ଶୁଭ ହୁଏ ବୋଲି ହିନ୍ଦୁମାନେ ସାଧାରଣତଃ ବିଶ୍ୱାସ କରିଥାନ୍ତି।