News

ଆୟକର ରିଟର୍ଣ୍ଣ ଦାଖଲ ଅବଧି ବଢିଲା

ସରକାର ଆୟକର ଦାଖଲ କରିବାର ସମୟସୀମାକୁ ଏକ ମାସ ପର୍ୟ୍ୟନ୍ତ ବୃଦ୍ଧି କରି ଅଗଷ୍ଟ ୩୧ କରି ଦେଇଛନ୍ତି। ଆର୍ଥିକ ମନ୍ତ୍ରଣାଳୟ ଟ୍ଵିଟ୍ ଜରିଆରେ ଏହାର ସୂଚନା ଦେଇଛନ୍ତି। ଟ୍ଵିଟରେ କୁହାଯାଇଛି ଯେ ମାମଲାରେ ବିଚାର କରି ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟରେଟ୍ ଟ୍ୟାକ୍ସେଜ(ସିବିଡିଟି)ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବାର ତିଥିକୁ ୨୦୧୮ ଅଗଷ୍ଟ ୩୧ ପର୍ୟ୍ୟନ୍ତ ବଢାଇ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ,ଅଗଷ୍ଟ ୩୧ ତାରିଖ ପରେ ରିଟର୍ଣ୍ଣସ ଦାଖଲ କଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ବାର୍ଷିକ ୫ ଲକ୍ଷ ଟଙ୍କା ରୋଜଗାର ଥିବା ଆୟକରଦାତା ବିଳମ୍ବରେ ରିଟର୍ଣ୍ଣସ ଦାଖଲ କଲେ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

ପଢନ୍ତୁ; ଉତ୍ତର ଭାରତରେ ପ୍ରବଳ ବର୍ଷା,୨ ମୃତ

Related posts

ମୋଦିଙ୍କ ବିରୋଧରେ ଲଢିବେ ବରଖାସ୍ତ ବିଏସ୍ଏଫ ଜବାନ ତେଜବାହାଦୂର

Ratnamani Moharana

ତାଇୱାନରେ ବଡ଼ ଧରଣର ଭୂକମ୍ପ : ୨ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଲୋକ ଆହତ

ENO Beuro

ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ବିଭ୍ରାଟ: ରିଚେକିଙ୍ଗ ଓ ମାର୍କ ଆଡିସନରେ ଧରାପଡିଲା ତ୍ରୁଟି

Ratnamani Moharana

1 comment

Leave a Comment