Loading...

ଚାକିରି ନିଯୁକ୍ତିରେ ବୟସ ସୀମାକୁ ବଢାଇଲେ ରାଜ୍ୟ ସରକାର

ଚାକିରି ନିଯୁକ୍ତିରେ ବୟସ ସୀମାକୁ ବଢାଇଲେ ରାଜ୍ୟ ସରକାର

ସରକାରୀ ଚାକିରୀ ପାଇଁ ବଢ଼ିଲା ବୟସ ସୀମା। ଚାକିରୀ ବୟସ ସୀମାକୁ ଆଜି ବଢ଼ାଇବା ନେଇ କ୍ୟାବିନେଟ୍ ମୋହର ମାରିଛି।

ସରକାରୀ ଚାକିରୀ ପାଇଁ ବଢ଼ିଲା ବୟସ ସୀମା। ଚାକିରୀ ବୟସ ସୀମାକୁ ଆଜି ବଢ଼ାଇବା ନେଇ କ୍ୟାବିନେଟ୍ ମୋହର ମାରିଛି। ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଚାକିରି ପାଇଁ ୩୨ ବଦଳରେ ଏଣିକି ୩୮ ବର୍ଷ ବୟସ କରାଯାଇଛି। ୨୦୨୧ ସହ ୨୦୨୨ ଏବଂ ୨୦୨୪ ମସିହାରେ ହେବାକୁ ଥିବା ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟା ପାଇଁ ୩ ବର୍ଷ ଲାଗି ବୟସ ସୀମାକୁ କୋହଳ କରିଛନ୍ତି ରାଜ୍ୟ ସରକାର। ଅନୁସୂଚିତ ଜାତି, ଜନଜାତି ଓ ଏସ୍ଇବିସିଙ୍କ ପାଇଁ ୪୩ ବର୍ଷ ବୟସ ସୀମା ଧାର୍ଯ୍ୟ କରାଯାଇଥିବାବେଳେ ମହିଳା ବର୍ଗର ପ୍ରାର୍ଥୀଙ୍କ ପାଇଁ ଆହୁରି ୫ ବର୍ଷ ବଢ଼ାଇ ଦିଆଯାଇଛି 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.