EnewsOdia.Com

ଶ୍ରୀଲଙ୍କାକୁ ହରାଇଲା ଭାରତ

ଘରୋଇ ମାଟିରେ କାଲି ସିରିଜ୍ ଜିତି ବିରାଟବାହିନୀ ନୂଆ ବର୍ଷରେ ଜବରଦସ୍ତ ଆରମ୍ଭ କରିଛି। ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୭୮ ରନରେ ଶ୍ରୀଲଙ୍କାକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଛି। ଗୌହାଟୀରେ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ଟି-୨୦ରେ ଭାରତ ୬ ୱିକେଟରେ ବିଜୟୀ ହୋଇଥିଲା।

ଶୁକ୍ରବାର ଖେଳାଯାଇଥିବା ନିର୍ଣ୍ଣାୟକ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୨୦୧ ରନ୍ କରିଥିଲା। ଜବାବରେ ଭ୍ରମଣକାରୀ ଟିମ୍ ଘରୋଇ ବୋଲରଙ୍କୁ ସାମ୍ନା କରିନପାରି ୧୫.୫ ଓଭରରେ ୧୨୩ ରନରେ ସୀମିତ ରହିଥିଲା। ଭାରତ ପକ୍ଷରୁ ରାହୁଲ୍ ସର୍ବାଧିକ ୫୪ (୩୬ ବଲ୍‌, ୫ ଚୌକା, ୧ ଛକା) ଓ ଧୱନ୍ ୫୨ (୩୬ ବଲ୍‌, ୭ ଚୌକା, ୧ ଛକା) ରନ୍ କରିଥିଲେ।

ପଢନ୍ତୁ: ଆଜି ଭାରତ-ଶ୍ରୀଲଙ୍କା ୨ୟ ଟି-୨୦

ସମ୍ବନ୍ଧିତ ଖବର

ପ୍ରତି ମିନିଟ୍‌ରେ ଧୋନୀଙ୍କ ଅନୁପସ୍ଥିତି ଅନୁଭବ କରୁଛନ୍ତି ସାଥି

Ratnamani Maharana

କୁଏତରେ ଚମକିଲେ ପ୍ରବାସୀ ଓଡ଼ିଆ ଖେଳାଳି

Ratnamani Maharana

ଏସଜିଠାରୁ ୭୨ ପିଙ୍କ୍ ବଲ ମଗାଇଲା ବିସିସିଆଇ

Ratnamani Maharana

ତେନ୍ଦୁଲକରଙ୍କୁ ମିଳିଲା ଲରିୟସ୍‌ ପୁରସ୍କାର

Ratnamani Maharana

ଭାରତରେ ପ୍ରଥମ ଥର ପାଇଁ ରାତିରେ ଖେଳାଯିବ ଟେଷ୍ଟ ମ୍ୟାଚ !

Ratnamani Maharana

ଜିମ୍‌ରେ ଓ୍ଵାର୍କଆଉଟ୍‌ ବେଳେ କ୍ୟାପ୍‌ଟେନ କୋହଲି କଲେ ଭୟଙ୍କର ଷ୍ଟଣ୍ଟ୍‌

Ratnamani Maharana