Loading...

କୋଟିଆରେ ସ୍ବାଧୀନ ପ୍ରାର୍ଥୀ ଆଗୁଆ

କୋଟିଆରେ ସ୍ବାଧୀନ ପ୍ରାର୍ଥୀ ଆଗୁଆ

ପଞ୍ଚାୟତ ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଧାରା ଆସିବା ଆରମ୍ଭ ହୋଇଛି । କ‌ୋରାପୁଟ ଜିଲ୍ଲାର ଚର୍ଚ୍ଚିତ ଆସନ କୋଟିଆରେ ଚାଲିଛି କଡା ଟକ୍କର । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ଓ ସ୍ୱାଧିନ ପ୍ରାର୍ଥୀ ଟିକାଇ ଗମେଲଙ୍କ ମଧ୍ୟରେ ଜାରି ରହିଛି ଛକାପଞ୍ଝା ।

ପଞ୍ଚାୟତ ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଧାରା ଆସିବା ଆରମ୍ଭ ହୋଇଛି । କ‌ୋରାପୁଟ ଜିଲ୍ଲାର ଚର୍ଚ୍ଚିତ ଆସନ କୋଟିଆରେ ଚାଲିଛି କଡା ଟକ୍କର । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ଓ ସ୍ୱାଧିନ ପ୍ରାର୍ଥୀ ଟିକାଇ ଗମେଲଙ୍କ ମଧ୍ୟରେ ଜାରି ରହିଛି ଛକାପଞ୍ଝା । ପ୍ରଥମ ୩ ରାଉଣ୍ଡ ସୁଦ୍ଧା ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ଆଗୁଆ ରହିଥିଲେ, କିନ୍ତୁ ସକାଳ ୧୦ଟା ୩୦ ସୁଦ୍ଧା ସ୍ୱାଧିନ ପ୍ରାର୍ଥୀ ଟିକାଇ ଗମେଲ ଆଗୁଆ ରହିଛନ୍ତି । ଏହି ଖବର ପ୍ରସ୍ତୁତ ହେବା ବେଳକୁ ମମତା ଜାନିଙ୍କୁ ୮୮୮ଟି ଭୋଟ ମିଳିଥିବା ବେଳେ ଟିକାଇ ଗମେଇଙ୍କୁ ୧୨୭୯ଟି ଭୋଟ ମିଳିଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.