ବଲିଉଡର ଅଭିନେତା ଇନ୍ଦର କୁମାରଙ୍କ ମୃତ୍ୟୁ ପୂର୍ବର ସୁଇସାଇଡ ଭିଡିଓ ଭାଇରାଲ !

ସାମ୍ନାକୁ ଆସିଲା ଇନ୍ଦର କୁମାରଙ୍କ ମୃତ୍ୟୁ ପୂର୍ବର ଭିଡିଓ

୨୮ଜୁଲାଇ ୨୦୧୭ରେ ଇନ୍ଦର କୁମାରଙ୍କର ଅଚାନକ ମୃତ୍ୟୁ ବଲିଉଡ ଜଗତକୁ ଦୋହଲାଇ ଦେଇଥିଲା । ସଲମାନ ଖାନଙ୍କ କୋ-ଷ୍ଟାର ଭାବେ ଇନ୍ଦର କୁମାର ବେଶ ଜଣାଶୁଣା ।  ବର୍ତ୍ତମାନ ମୃତ୍ୟୁର ୧ବର୍ଷ ପରେ ତାଙ୍କର ମୃତ୍ୟୁ ପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଦେଖନ୍ତୁ ଏହି ଭାଇରାଲ ଭିଡିଓ ।

ଏହି ଭିଡିଓ ଆପଣଙ୍କୁ ଚକିତ କରିଦେବ । ୪୪ବର୍ଷର ଇନ୍ଦର କୁମାର ଏହି ଭିଡିଓରେ ନିଜ ହାତରେ ଏକ ମଦ ବୋତଲ ଧରି ରଖିଛନ୍ତି । ଏହି ଭିଡିଓ ମୃତ୍ୟୁ ପୂର୍ବରୁ ବୋଲି ଜାଣିବାକୁ ମିଳିଛି । ବଲିଉଡର ଅଭିନେତା ଇନ୍ଦର କୁମାରଙ୍କ ମୃତ୍ୟୁ ପୂର୍ବର ସୁଇସାଇଡ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପଢନ୍ତୁ ;

କାଳବୈଶାଖୀ ତାଣ୍ଡବ: ବଜ୍ରପାତରେ ଜଳିଗଲା ୪ ପରିବାରର ୮ ବଖରା

ବର୍ତ୍ତମାନ ମୃତ୍ୟୁର ୧ବର୍ଷ ପରେ ତାଙ୍କର ମୃତ୍ୟୁ ପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସିଛି - 90%

90%

୪୪ବର୍ଷର ଇନ୍ଦର କୁମାର ଏହି ଭିଡିଓରେ ନିଜ ହାତରେ ଏକ ମଦ ବୋତଲ ଧରି ରଖିଛନ୍ତି - 92%

92%
91%

Excellent!

ବଲିଉଡର ଅଭିନେତା ଇନ୍ଦର କୁମାରଙ୍କ ମୃତ୍ୟୁ ପୂର୍ବର ସୁଇସାଇଡ ଭିଡିଓ ଭାଇରାଲ !

୨୮ଜୁଲାଇ ୨୦୧୭ରେ ଇନ୍ଦର କୁମାରଙ୍କର ଅଚାନକ ମୃତ୍ୟୁ ବଲିଉଡ ଜଗତକୁ ଦୋହଲାଇ ଦେଇଥିଲା । ସଲମାନ ଖାନଙ୍କ କୋ-ଷ୍ଟାର ଭାବେ ଇନ୍ଦର କୁମାର ବେଶ ଜଣାଶୁଣା ।  ବର୍ତ୍ତମାନ ମୃତ୍ୟୁର ୧ବର୍ଷ ପରେ ତାଙ୍କର ମୃତ୍ୟୁ ପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଦେଖନ୍ତୁ ଏହି ଭାଇରାଲ ଭିଡିଓ । 

No Votes Yet

You're not rated yet