News

ପଞ୍ଜାବ ସୀମାରେ ପାକିସ୍ତାନୀ ଗୁପ୍ତଚର

74719-sbi-bharat-ke-veer-twitter

ପଞ୍ଜାବ ସୀମାରେ ଧରାପଡିଛି ପାକିସ୍ତାନୀ ଗୁପ୍ତଚର ଶାହରୁଖ…

ପାକିସ୍ତାନ ଓ ଭାରତ ଭିତରେ ଯୁଦ୍ଧ ପରିସ୍ଥିତି ଉପୁଜିଥିବାବେଳେ ପଞ୍ଜାବରେ ପାକିସ୍ତାନୀ ଗୁପ୍ତଚର ଧରାପଡିବା ଏକ ଚିନ୍ତାର ବିଷୟ ପାଲଟିଛି। ପାକିସ୍ତାନ ଯୁଦ୍ଧ ନୁହେ ଶାନ୍ତି ଦରକାର ବୋଲି କହିବୁଲୁଥିବା ବେଳେ ଏହା ପାକିସ୍ତାନର କିଭଳି ଶାନ୍ତି ବାର୍ତ୍ତା ତାହା ବୁଝାପଡୁନାହି। ପଞ୍ଜାବର ଫିରୋଜପୁର ନିକଟରେ ପାକିସ୍ତାନୀ ସୀମାରେ ଥିବା ମାବୁ ବିଏସଏଫ ଆଉଟପୋଷ୍ଟରୁ ଧରାପଡିଛି ଶାହରୁଖ । ୨୧ ବର୍ଷୀୟ ଏହି ଯୁବକ ଉତ୍ତରପ୍ରଦେଶର ମୋରାଦାବାଦ ଅଞ୍ଚଳର ବୋଲି ଜଣାପଡିଛି ।

ସେ ଏକ ଚାଦର ଘୋଡେଇ ହୋଇ ଲୁଚି ଲୁଚି ବିଏସଏଫ ଯବାନଙ୍କ ଗତିବିଧିର ଫଟୋ ଉଠାଉଥିଲା । ତାହାର ମୋବାଇଲ ଫୋନ ଯାଞ୍ଚ କରିବାପରେ ଜଣାପଡିଛି ଯେ ସେ ବିଭିନ୍ନ ସଂଦେହଜନକ ପାକିସ୍ତାନୀ ହ୍ବାଟ୍ସଆପ ଗ୍ରୁପର ସଦସ୍ୟ। ୬ଟି ହ୍ବାଟ୍ସଆପ ଗ୍ରୁପ ଭାରତ ବିରୋଧୀ ପ୍ରଚାର ପାଇଁ ଆଇଏସଆଇ ଦ୍ବାରା ଗଠନ କରାଯାଇଥିବା ଗୁଇନ୍ଦା ବିଭାଗ ସଂଦେହ କରୁଛି। ଏହି ଘଟଣା ପରେ ବିଏସଏଫ ସତର୍କ ଥିବା କୁହାଯାଇଛି।

ପଢନ୍ତୁ;ପୁଣି ଘଡଘଡି ସହ ବର୍ଷା : ଉତ୍ତର ଓଡିଶା ରେ ୩ ରୁ ୬ ଯାଏ ବର୍ଷିବ

Related posts

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଯୋଗ ମୁଡରେ ଭାରତବାସୀ

Ratnamani Moharana

ଓଡିଶା ଆସୁଛନ୍ତି ଚନ୍ଦ୍ରଯାନ-୨ର ମୁଖ୍ୟ କେ ଶିବନ

Ratnamani Moharana

ଏବେ ଭାରତରେ ଉଡ଼ିପାରିବନି ବୋଇଂ 737-MAX ବିମାନ

Ratnamani Moharana

Leave a Comment