News

ଭାରତ ଓ କୋରିଆ ମଧ୍ୟରେ ବ୍ୟବସାୟ ଉପାୟ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଏବଂ କୋରିଆ ମଧ୍ୟରେ ବ୍ୟବସାୟ ଉପାୟ ସହଯୋଗ ନେଇ ସ୍ୱାକ୍ଷରିତ ବୁଝାମଣା (ଏମଓୟୁ)କୁ ପିଛିଲାଭାବେ କ୍ୟାବିନେଟର ଅନୁମୋଦନ ମିଳିଛି।

କୋରିଆ ରାଷ୍ଟ୍ରପତି ଜୁଲାଇ ୨୦୧୮ରେ ଭାରତକୁ ସରକାରୀ ଗସ୍ତରେ ଆସିଥିବା ସମୟରେ ଏହି ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା।

ଏହି ବୁଝାମଣା ପତ୍ର (ଏମଓୟୁ) ଦୁଇ ଦେଶ ମଧ୍ୟରେ ବ୍ୟବସାୟ ଉପାୟ ସହଯୋଗ ବୃଦ୍ଧି କରିବ। ଯେପରିକି ଏଣ୍ଟି-ଡାମ୍ପିଙ୍ଗ, ସବସିଡି, ଏବଂ କାଉଣ୍ଟରଭେଇଲିଙ୍ଗ ଶୁଳ୍କ କ୍ଷେତ୍ରରେ ପଦକ୍ଷେପ ନେବା ପାଇଁ ସୁରକ୍ଷା ପ୍ରଦାନ କରିବ, ଯାହା ଦ୍ୱିପାକ୍ଷିକ ବାଣିଜ୍ୟିକ ସହଯୋଗ ବୃଦ୍ଧି କରିବ।

pm

ପଢନ୍ତୁ; ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତ, ଇଣ୍ଡୋନେସିଆ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

Related posts

ଦକ୍ଷିଣ ଆଫ୍ରିକା : ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜାକୋବ ଜୁମା

ENO Beuro

ତିନି ତଲାକ ଅଧ୍ୟାଦେଶକୁ କ୍ୟାବିନେଟ୍‍ ମଞ୍ଜୁରୀ

ENO Beuro

ଦାଉଦ୍‌କୁ ନେଇ ଆମେରିକାର ଚାଞ୍ଚଲ୍ୟକର ତଥ୍ୟ

Ratnamani Moharana

Leave a Comment