Loading...

ଆଫଗାନିସ୍ତାନକୁ ପୁଣି ସହାୟତାର ହାତ ବଢାଇଲା ଭାରତ

ଆଫଗାନିସ୍ତାନକୁ ପୁଣି ସହାୟତାର ହାତ ବଢାଇଲା ଭାରତ

ପୁଣି ଆଫଗାନିସ୍ତାନକୁ ସହାଯ୍ୟ କଲା ଭାରତ । ମାନବିକତା ଦୃଷ୍ଟିକୋଣରୁ ଆଫଗାନିସ୍ତାନକୁ କରୋନା ଔଷଧ, ଟିକା ସମେତ ଅନ୍ୟାନ୍ୟ ଆବଶ୍ୟକିୟ ଔଷଧ ଭାରତ ସରକାରଙ୍କ ତରଫରୁ ପଠାଯାଇଛି ।

ପୁଣି ଆଫଗାନିସ୍ତାନକୁ ସହାଯ୍ୟ କଲା ଭାରତ । ମାନବିକତା ଦୃଷ୍ଟିକୋଣରୁ ଆଫଗାନିସ୍ତାନକୁ କରୋନା ଔଷଧ, ଟିକା ସମେତ ଅନ୍ୟାନ୍ୟ ଆବଶ୍ୟକିୟ ଔଷଧ ଭାରତ ସରକାରଙ୍କ ତରଫରୁ ପଠାଯାଇଛି । ଭାରତ ୫ଲକ୍ଷ କୋଭାକ୍ସିନ୍ ଟିକା ମାନବିକତା ଦୃଷ୍ଟିରୁ ଆଫଗାନିସ୍ତାନକୁ ପଠାଇଛି ।
ଆଫଗାନିସ୍ତାନକୁ ଖାଦ୍ୟ ସାମଗ୍ରୀ ପଠାଇବା ପାଇଁ ଭାରତ ପାକିସ୍ତାନ ସହ ମଧ୍ୟ ଆଲୋଚନା କରୁଛି । କାରଣ ପାକିସ୍ତାନ ଦେଇ ଟ୍ରକ ଯୋଗୁଁ ଏହି ସବୁ ଖାଦ୍ୟ ପଦାର୍ଥକୁ ପଠାଇବାକୁ ଭାରତ ଚାହୁଁଛି । ପ୍ରଥମେ ଏଥିପାଇଁ ପାକିସ୍ତାନ ରାଜି ହୋଇଥିଲା । ହେଲେ ପରେ ଏଥିରୁ ଓହରିଯାଇଥିଲା । ପୁଣି ଏହି ପ୍ରସଙ୍ଗରେ ଏବେ ଉଭୟ ଦେଶ ମଧ୍ୟରେ ଆଲୋଚନା ହେଉଥିବାର ସୂଚନା ମିଳିଛି । ତାଲିବାନ କବଜା ପରେ ଆଫଗାନିସ୍ତାନରେ ଆର୍ଥିକ ସଙ୍କଟ ଦେଖାଦେଇଛି । ଏପରିକି ଲୋକମାନେ ବଜାରରେ ନିଜର ଘର ସାମଗ୍ରୀ ବିକି ଦେଉଥିବା ଦେଖିବାକୁ ମିଳିଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.