News

ଇସ୍ରୋ ୩ ମିନିଟରେ ସମ୍ପୂର୍ଣ୍ଣ କଲା ମିଶନ: ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

ଆଜି ଇସ୍ରୋ  ପୁଣି ରଚିଛି ଇତିହାସ। ଭାରତ ପୁଣି ଏକ ସାଟେଲାଇଟ  ପରୀକ୍ଷଣରେ ହୋଇଛି ସଫଳ। ଆଜି ଡିଆର୍‌ଡିଓ  ପକ୍ଷରୁ ବିକଶିତ ଆଣ୍ଟି ସାଟେଲାଇଟ୍ ମିସାଇଲ୍ (ଏ-ସ୍ୟାଟ୍ ମିସାଇଲ୍)ର ସଫଳତା ପୂର୍ବକ ପରୀକ୍ଷଣ କରାଯାଇଛି। ଅପରେସନ ମିଶନ ଶକ୍ତିକୁ ସଫଳ କରିବାରେ ନିଜର ଦକ୍ଷତାର ପ୍ରୟୋଗ କରି ଭାରତ ଲୋ ଆର୍ଥ ଅରବିଟ୍‌ରେ ଏକ ସାଟେଲାଇଟକୁ ଆକ୍ରମଣ କରିଛି।

ପୃଥିବୀ ଠାରୁ ୩୦୦ କିଲୋମିଟର ଦୂରରେ ଥିବା ଲୋ ଆର୍ଥ ଅରବିଟ୍‌ରେ ସ୍ଥାପିତ ଏକ କୃତିମ ଉପଗ୍ରହକୁ ଏ-ସ୍ୟାଟ୍‌ ମିସାଇଲ୍‌ ଜରିଆରେ ଧ୍ୱଂସ କରିଛନ୍ତି ଇସ୍ରୋର ବୈଜ୍ଞାନିକ । ଏପରି ବିରଳ ସଫଳତା ହାସଲ କରିବାରେ ଭାରତ ହେଉଛି ବିଶ୍ୱର ଚତୁର୍ଥ ରାଷ୍ଟ୍ର। ପୂର୍ବରୁ କେବଳ ଆମେରିକା, ଋଷ ଓ ଚୀନ ପାଖରେ ଏହି ଆଣ୍ଟି ସାଟେଲାଇଟ୍ ମିସାଇଲ୍ ଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ  ଜଣାଇଛନ୍ତି।

ପଢନ୍ତୁ: ଭାରତ ସରକାରଙ୍କର ଦୋମୁହାଁ ନୀତି: ବିଜୟ ମାଲ୍ୟା

Related posts

ଘାଟି ତଳକୁ ଖସିଲା ଯାତ୍ରୀବାହୀ ବସ୍,୪୦ ମୃତ

ENO Beuro

ଭାରତୀୟ ଯବାନଙ୍କ ଗିନିସ୍‌ ରେକର୍ଡ, ଗୋଟିଏ ବାଇକ୍‌ରେ ୫୮ଜଣଙ୍କ ଅଦ୍ଭୁତ ଷ୍ଟଣ୍ଟ

ENO Beuro

ତାମିଲନାଡୁ ସରକାର: ଜୟଲଳିତା ଗର୍ଭବତୀ ହୋଇନଥିଲେ

ENO Beuro

Leave a Comment