News

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ: ଓଡିଶାରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ

ଦେଶରେ ମୌସୁମୀ ପ୍ରବାହ ପ୍ରାୟତଃ ସ୍ୱାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ

ଚାଷିକୁଳଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ସାରା ଦେଶରେ ଭଲ ବର୍ଷା ହେବ। ।ଓଡିଶାରେ ବି ସ୍ଵାଭାବିକ ବର୍ଷା  ହେବ। ଘନଘନ ମୌସୁମୀକୁ ସକ୍ରିୟ ରଖିବା ଓ ଭଲ ବର୍ଷା ହେବ। ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ   ପ୍ରବାହ ସ୍ୱାଭାବିକ ଠାରୁ ସାମାନ୍ୟ କମ୍ ରହିବ ବୋଲି ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍. ରାଜୀବନ ନାୟର  କହିଛନ୍ତି।ପ୍ରଶାନ୍ତ ମହାସାଗର ଉପରେ ଦେଖା ଦେଇଥିବା ଏଲ୍ ନିନୋ  ଦୁର୍ବଳ ରହିଛି।

 

ଏହା ଗ୍ରୀଷ୍ମ ଋତୁରେ ମଧ୍ୟ ସକ୍ରିୟ ରହିବ। ହେଲେ ଧିରେ ଧିରେ ଏହା ଦୁର୍ବଳ ହେବା ସମ୍ଭାବନା ଥିବାରୁ ମୌସୁମୀ ଆଗମନରେ କୌଣସି ପ୍ରକାର ବାଧା ସୃଷ୍ଟି ହେବ ନାହିଁ। ଯଦି ଏଲ୍ ନିନୋ ପୁଣି ସକ୍ରିୟ ହୁଏ, ତା ହେଲେ ଜୁନ୍ ଏବଂ ଜୁଲାଇରେ ମୌସୁମୀ ଜନିତ ବୃଷ୍ଟିପାତ  ପ୍ରଭାବିତ ହେବ। ଚଳିତ ବର୍ଷ ବୃଷ୍ଟିପାତ ହାର ୯୬ ପ୍ରତିଶତ  ରହିବ। ଏଣୁ ୯୬ ପ୍ରତିଶତ ବୃଷ୍ଟିପାତକୁ ସ୍ୱାଭାବିକ ଠାରୁ କମ୍ ବୃଷ୍ଟିପାତ  ବୋଲି ଧରାଯାଇଥାଏ।

ପଢନ୍ତୁ: ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରର ଶେଷ ଦିନ

Related posts

ଧାରା ୩୭୭ ଶୁଣାଣି: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ

ENO Beuro

ବେଙ୍ଗାଲୁରରେ ହେବ ସବୁଠୁ ବଡ଼ ଏୟାର ସୋ

ENO Beuro

ବିୁଦ୍ୟତ୍‌ ବିତରଣ କମ୍ପାନି ନେସ୍‌କୋ, ଓ୍ଵସ୍‌କୋ ଓ ସାଉଥ୍‌କୋର ଲାଇସେନ୍ସ ପ୍ରତ୍ୟାହାର

ENO Beuro

Leave a Comment