SPORTS

ହକି ବିଶ୍ୱକପ: ବିଦାୟ ନେଲା ଭାରତ

india

ସେମିରେ ବେଲଜିୟମ୍‌_ଇଂଲଣ୍ଡ , ଅଷ୍ଟ୍ରେଲିଆ-ନେଦରଲାଣ୍ଡସ୍‌

ହକି ବିଶ୍ୱକପରେ ଆୟୋଜକ ଭାରତର ସେମି ଫାଇନାଲ ସ୍ଵପ୍ନ ଅଧୁରା ରହିଛି। ଗୁରୁବାର ଅନୁଷ୍ଠିତ ଅନ୍ତିମ କ୍ବାର୍ଟର ଫାଇନାଲରେ ଭାରତ ୧-୨ ଗୋଲରେ ନେଦରଲାଣ୍ଡ୍ସଠାରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛି। ମ୍ୟାଚର ୧୨ତମ ମିନିଟରେ ଗୋଲ ସ୍କୋର କରି ଅଗ୍ରଣୀ ନେଇଥିଲେ ହେଁ ପରବର୍ତ୍ତୀ ଭାଗରେ ମୋମେଣ୍ଟମ୍‌କୁ ବଜାୟ ରଖି ନ ପାରି ଭାରତ ପରାଜୟ ସ୍ବାଦ ଚାଖିଛି। ଫଳରେ ଦୀର୍ଘ ୪୩ ବର୍ଷ ବ୍ୟବଧାନରେ ଭାରତର ସେମିଫାଇନାଲ ପ୍ରବେଶ ଆଶା ଧୂଳିସାତ ହୋଇଛି।

india

ସୂଚନାଯୋଗ୍ୟ,ଏହି ମ୍ୟାଚ୍‌ରେ ବିଜୟୀ ହେବା ସହ ସେମି ଫାଇନାଲ ଯାଇଛି ନେଦରଲାଣ୍ଡସ୍। ସେମିରେ ଅଷ୍ଟ୍ରେଲିଆ-ନେଦରଲ୍ୟାଣ୍ଡସ୍ ମୁକାବିଲା ହେବ। ଅନ୍ୟପକ୍ଷରେ ଖେଳାଯାଇଥିବା ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ଜର୍ମାନୀକୁ ୨-୧ ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ବେଲଜିୟମ। ଆଗରୁ ଇଂଲଣ୍ଡ, ଅଷ୍ଟ୍ରେଲିଆ ସେମି ଫାଇନାଲରେ ପହଞ୍ଚି ସାରିଛନ୍ତି।

ପଢନ୍ତୁ; ବ୍ୟାପିଲା ବାର୍ଡ ଫ୍ଲୁ, ଆଜିଠାରୁ କୁକୁଡାମରା ଅଭିଯାନ

Related posts

ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡାବିତ ମାନଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି

ENO Beuro

ସୁପରକିଙ୍ଗ୍‌ସକୁ ୪ ୱିକେଟରେ ହରାଇଲା ରୟାଲ୍ସ 

ENO Beuro

ଶ୍ରୀସାନ୍ତଙ୍କୁ ଆଜୀବନ ବାସନ୍ଦରୁ ମୁକ୍ତି କଲେ ସୁପ୍ରିମ୍‌କୋର୍ଟ

Ratnamani Moharana

Leave a Comment