EnewsOdia.Com

ଉହାନରେ ଫସିଥିବା ୧୨୦ ଭାରତୀୟ ନାଗରିକଙ୍କୁ ଆଣିବ ବାୟୁସେନାର ସି-୧୭ ବିମାନ

ଚୀନରେ କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୧୨୦ରେ ପହଞ୍ଚିଛି । ଆକ୍ରାନ୍ତ ସଂଖ୍ୟା ୭୬ ହଜାର ୨୬୨କୁ ବୃଦ୍ଧି ପାଇଛି । ଚୀନରୁ ବିଶ୍ବର ୨୯ଟି ଦେଶକୁ ବ୍ୟାପିଥିବା କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି । ଆଜି ଚୀନର ଉହାନ୍‍ରୁ ୧୨୦ ଭାରତୀୟ ନାଗରିକକୁ ଆଣିବାକୁ ଚୀନ୍ ଗସ୍ତରେ ଯିବ ଭାରତୀୟ ବିମାନ ସି-୧୭ ।

 

କରୋନା ଭୂତାଣୁର ଉତ୍ପତିସ୍ଥଳ ହେଉଛି ଚୀନର ଉହାନ ସହର । ଚୀନର ଏଭଳି ମୁହୂର୍ତ୍ତରେ ସାହାର୍ଯ୍ୟ ପାଇଁ ହାତ ବଢାଇଛି ଭାରତ। ଚୀନକୁ ଡାକ୍ତରୀ ସରଞ୍ଜାମ ପଠାଇବା ପାଇଁ  କହିଥିଲେ ମୋଦି ତେଣୁ ଏହି ଭରାତୀୟ ବିମାନ ସି-୧୭ ବହୁ ପରିମାଣର ଡାକ୍ତରୀ ସରଞ୍ଜାମ ଚୀନକୁ ନେଇକି ଯିବ  । ପୂର୍ବରୁ ସରକାର ଚୀନରୁ ୬୪୦ଜଣ ଭାରତୀୟଙ୍କୁ ବିମାନ ଯୋଗେ ସ୍ବଦେଶକୁ ଆଣିସାରିଛନ୍ତି । ଏହା ମଧ୍ୟରେ ରାଜଧାନୀ ଦିଲ୍ଲୀ ସ୍ଥିତ ଆଇଟିବିପି ଶିବିରରେ ଚୀନରୁ ଆସି ରହିଥିବା ଲୋକମାନଙ୍କର ଡାକ୍ତରୀ ପରୀକ୍ଷା ପରେ ୪୦୬ଜଣଙ୍କୁ ଛାଡ଼ି ଦିଆଯାଇଛି।

ପଢନ୍ତୁ: ତେନ୍ଦୁଲକରଙ୍କୁ ମିଳିଲା ଲରିୟସ୍‌ ପୁରସ୍କାର

 

ସମ୍ବନ୍ଧିତ ଖବର

ଅନିଲ କପୁରଙ୍କ ସହ ଅର୍ଚ୍ଚିତାଙ୍କ ଠୁମ୍‌କା, ରଚନା ବାନାର୍ଜୀ କହିଲେ ଓଡ଼ିଶା ମୋ ଦ୍ବିତୀୟ ଘର

Ratnamani Maharana

ଜାତୀୟ ଷ୍ଟ୍ରିଟ୍‌ଫୁଡ଼୍‌ ଷ୍ଟଲ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ କଟକ ଦହିବରା

Ratnamani Maharana

କରୋନା ମୁକାବିଲା ପାଇଁ ମହାବାରୁଣୀ ସ୍ନାନକୁ ବନ୍ଦ କରିଲା ଯାଜପୁର ଜିଲ୍ଲା ପ୍ରଶାସନ

Ratnamani Maharana

ଗୋରାଛୁଆ କେମିତି ହେବ… ଜାଣନ୍ତୁ ଗୋରା ଛୁଆ ପାଇବାର ୬ ଟି ଟିପ୍ସ

Ratnamani Maharana

ଚାଲାଣ କାଟିବାପରେ ମୁହଁ ଖୋଲିଲେ ବାବୁସାନ

Ratnamani Maharana

ଓଡ଼ିଶାରେ ଲୁଚିଛିକି ନାବାଳିକା ଅପହରଣକାରୀ ଧବଳ ତ୍ରିବେଦୀ

Ratnamani Maharana