26.1 C
Bhubaneswar
September 28, 2021
EnewsOdia.Com
ଖେଳ ଦେଶ ବିଦେଶ ନ୍ୟୁଜ୍

ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ, ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଆଜି ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ଏବେ ପ୍ରଥମେ ବୋଲିଂ କରିବ ଶ୍ରୀଲଙ୍କା ଦଳ । ଏହାସହ ଏହି ଶେଷ ଦିନିକିଆରେ ଭାରତର ୫ ଯୁବ ଖେଳାଳି ଡେବ୍ୟୁ କରିବେ । ସେମାନେ ହେଲେ ସଞ୍ଜୁ ସାମସନ, ନୀତିଶ ରାଣା, ଚେତନ ସକରିୟା, କେ ଗୌତମ ।

ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨ଟି ମ୍ୟାଚ ଜିତି ସିରିଜ ଅକ୍ତିଆର କରିସାରିଛି । ଏହି ମ୍ୟାଚରେ ଭାରତ ବିଜୟୀ ହୋଇ କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି । ସେପଟେ ସମ୍ମାନ ରକ୍ଷା ପାଇଁ ଶ୍ରୀଲଙ୍କା ଏହି ମ୍ୟାଚ ଖେଳିବ ।

ପଢନ୍ତୁ: ଜୁଲାଇ ୨୭ପର୍ଯ୍ୟନ୍ତ ପୁଲିସ ହେପାଜତକୁ ଗଲେ ରାଜ କୁନ୍ଦ୍ରା

Related posts

୨୪ ଘଣ୍ଟା ଲଘୁଚାପଜନିତ ବର୍ଷା, ୬ ଜିଲ୍ଲାରେ ପ୍ରବଳ ବର୍ଷା

Ratnamani Maharana

ବିଜେବି କଲେଜରେ ଗୋଷ୍ଠୀ ସଂଘର୍ଷ

Ratnamani Maharana

କୁକୁଡ଼ା ବର୍ଜ୍ୟରୁ ପ୍ରସ୍ତୁତ ହେଲା ବାୟୋ ଡିଜେଲ ପ୍ରସ୍ତୁତ କରୁଛନ୍ତି ପଶୁ ଚିକିତ୍ସକ ଜନ୍ ଆବ୍ରାହମ୍

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More