News

ଲାଡେନ ଭଳି ମାସୁଦ ଆଝରକୁ ମଧ୍ୟ ମାରିବୁ : ଅରୁଣ ଜେଟଲି

Arun-jaitley_FM-2-770x433

ପାକିସ୍ତାନରେ ପଶି ଲାଡେନ ଭଳି ମାସୁଦକୁ ମାରିବୁ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି

 ଜୈସ୍‌-ଇ- ମହମ୍ମଦର ମୁଖିଆ ତଥା ପାକ ଆତଙ୍କବଦୀ ମାସୁଦ ଆଝର ଏବେ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ତାହାରି ଇଙ୍ଗିତରେ ପାକିସ୍ତାନ ବାରମ୍ବାର ଭାରତ ଉପରେ ଆକ୍ରମଣ କରୁଛି। ତେଣୁ ଭାରତ ତାର ଶିକାର କରିବା ପାଇଁ ବଦ୍ଧପରିକର। ପାକିସ୍ତାନ ଭିତରେ ପଶି ଲାଡେନ ପରି ମାସୁଦକୁ ମଧ୍ୟ ମାରିବାକୁ ଭାରତ ଯୋଜନା କରୁଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ବୁଧବାର ସଙ୍କେତ ଦେଇଛନ୍ତି।

ସୂଚନାଅନୁଯାଇ ଏକ ସାମ୍ବାଦିକ ସମ୍ମିଳନୀରେ ଜେଟଲି କହିଛନ୍ତି ଆମେରିକୀୟ ସେନା ଲାଡେନକୁ ମାରିଲା ଭଳି ଭାରତ ମଧ୍ୟ ମାସୁଦକୁ ମାରିବ। ଏବେ ଭାରତ ର ଜେଇଏମ ଆତଙ୍କବଦୀ ସଂହାରଲୀଳା   ଚଳାଇଥିବାରୁ ମାସୁଦକୁ ମାରିବା ଆବଶ୍ୟକ ହୋଇପଡିଛି।

ପଢନ୍ତୁ; ପାକିସ୍ତାନ ସିନେମାଘରେ କୌଣସି ଭାରତୀୟ ଫିଲ୍ମ ପ୍ରସାରଣ ହୋଇପାରିବ ନାହିଁ: ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ

Related posts

ଗୁଜୁରାଟ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଦେଜା : ସୁରତରେ ଦୁଷ୍କର୍ମ ଓ ହତ୍ୟାର ଶିକାର ନାବାଳିକା ଓଡ଼ିଶାର !

ENO Beuro

ଆଜି କୋରାପୁଟର କମଳା ପାଇବେ ପଦ୍ମଶ୍ରୀ ପୁରସ୍କାର

Ratnamani Moharana

ସେଲ୍ଫି ନେଉଥିବାବେଳେ ଅଘଟଣ:ପାହାଡରୁ ସମୁଦ୍ରକୁ ଖସି ପଡିଲେ ଭାରତୀୟ ଛାତ୍ର

ENO Beuro

Leave a Comment