News

ଶ୍ରୀଲଙ୍କାରେ ବିମାନ ବନ୍ଦର ନିର୍ମାଣ କରିବ ଭାରତ

india

ଏସିଆ ମହାଦେଶରେ ଚୀନର ଦାଦାଗିରିର କଡା ଯବାବ ଦେବାକୁ ଭାରତ ସମେତ ଆଉ କିଛି ଦେଶ ଏକାଠି ହେଉଛନ୍ତି। ଏହି କ୍ରମରେ ଭାରତ ଓ ଶ୍ରୀଲଙ୍କା ଏକ ବଡ ପଦକ୍ଷେପ ନେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଭାରତ ଶ୍ରୀଲଙ୍କାର ହଂବନଟୋଟାରେ ଏକ ବିମାନ ବନ୍ଦର ତିଆରି କରିବ। ଶ୍ରୀଲଙ୍କା ସରକାରଙ୍କର ଏପରି ପଦକ୍ଷେଦ ଚାଇନା ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଭାରତ ସହ ମିଶି ଶ୍ରୀଲଙ୍କା ଏମିତି ପଦକ୍ଷେପ ନେବ ବୋଲି ଚାଇନା କେବେ ଚିନ୍ତା କରି ନଥିଲା ବୋଲି କହିଛି।

india

ସୂଚନା ଅନୁସାରେ ଏଏଆଇ ଭାରତର ମେଟ୍ରୋ, ଅଣମେଟ୍ରୋ ସହରରେ ସେ ୬୦ରୁ ଅଧିକ ବିମାନ ବନ୍ଦର ନିର୍ମାଣ କରିଛନ୍ତି। ସୂଚନା ଅନୁସାରେ ପାଲାଲୟ ଶ୍ରୀଲଙ୍କାର ଉତ୍ତରାଞ୍ଚଳର ଜାଫନାଠାରେ ଅବସ୍ଥିତ। ଏଏଆଇ ପାଲାଲୟଠାରେ ବିମାନ ବନ୍ଦର ବିକାଶ କରିବ। ଏହାସହ ଏହା ଉତ୍ତର ଶ୍ରୀଲଙ୍କାର ପ୍ରଥମ ବିମାନ ବନ୍ଦରରେ ପରିଣତ ହେବ।

ପଢନ୍ତୁ;ଆସିଲା ବ୍ୟବଚ୍ଛେଦ ରିପୋର୍ଟ:ବନ୍ୟଜନ୍ତୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇମ୍‌ରାନ୍‌ ଖାନ୍‌ଙ୍କ ଚିଠି

Ratnamani Moharana

ରାଜଧାନୀରେ ଲୋମଟଙ୍କୁରା ହତ୍ୟାକାଣ୍ଡ:ପ୍ରେମିକାଙ୍କୁ ହତ୍ୟା,ଚନ୍ଦକାରୁ ମିଳିଲା ଗଣ୍ଡି, ଖଣ୍ଡଗିରିରୁ ମୁଣ୍ଡ

ENO Beuro

କୋଫି ଆନନ୍‌ଙ୍କ ପରଲୋକ

ENO Beuro

Leave a Comment