ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଏଫଆଇଏଚ ପୁରୁଷ ହକି ବିଶ୍ବକପରେ ପ୍ରଥମ ମ୍ୟାଚ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିସାରିଛି ଭାରତୀୟ ଦଳ । ଉଦଘାଟନୀ ମ୍ୟାଚରେ ସ୍ପେନ ବିପକ୍ଷରେ ଖେଳି 2-0ରେ ବିଜୟ ହାସଲ କରିଥିଲା ହରମନପ୍ରୀତଙ୍କ ନେତୃତ୍ବାଧୀନ ଇଣ୍ଡିଆ ଟିମ୍ ।
ଏଫଆଇଏଚ ପୁରୁଷ ହକି ବିଶ୍ବକପରେ ପ୍ରଥମ ମ୍ୟାଚ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିସାରିଛି ଭାରତୀୟ ଦଳ । ଉଦଘାଟନୀ ମ୍ୟାଚରେ ସ୍ପେନ ବିପକ୍ଷରେ ଖେଳି 2-0ରେ ବିଜୟ ହାସଲ କରିଥିଲା ହରମନପ୍ରୀତଙ୍କ ନେତୃତ୍ବାଧୀନ ଇଣ୍ଡିଆ ଟିମ୍ । ଆଜି (ରବିବାର) ଦ୍ବିତୀୟ ମୁକାବିଲାରେ ଇଂଲଣ୍ଡକୁ ଭେଟିବ ଭାରତୀୟ ଦଳ । ପ୍ରଥମ ମ୍ୟାଚ ଜିତିବା ପରେ ଦ୍ବିତୀୟ ମ୍ୟାଚ ଜିତି ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି ଭାରତ ।48 ବର୍ଷ ପରେ ପଦକ ଜିତିବା ପଥରେ ଅଗ୍ରସର ହେଉଛି ଟିମ ଇଣ୍ଡିଆ । ଉତ୍ତମ ରଣନୀତି ସହ ଆଜିର ମୁକାବିଲା ଜିତିବାକୁ କସରତ କରିବ ଭାରତ । ରାତି 7ଟାରେ ରାଉରକେଲାର ବର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଷ୍ଟାଟ ସ୍ପୋର୍ଟ୍ସ ନେଟୱାର୍କ, ଡିଜନୀ ହଟଷ୍ଟାର ଓ ୱାଚ ହକି.କମରେ ମ୍ୟାଚ ଦେଖିପାରିବେ ହକିପ୍ରେମୀ ।
ଅନ୍ୟତମ ଦାବିଦାର ଇଂଲଣ୍ଡ ସହ ଦ୍ବିତୀୟ ମ୍ୟାଚ ଖେଳିବ ଭାରତ । ବିଶ୍ବ ମାନ୍ୟତାରେ ଭାରତ 5 ନମ୍ବର ଓ ଇଂଲଣ୍ଡ 4 ନମ୍ବରରେ ରହିଛି । ସ୍ପେନ ବିପକ୍ଷ ମୁକାବିଲାରେ ଭାରତ ଘନ ଘନ ଆକ୍ରମଣ କରିବାରେ ସମର୍ଥ ହୋଇଥିଲା । ସ୍ପେନ ଖାତା ଖୋଲି ପାରିନଥିଲା । ମ୍ୟାଚର 13 ମିନିଟରେ ଗୋଲ ସ୍କୋର କରିବା ପରେ ଭାରତୀୟ ଟିମରେ ସମନ୍ବୟ ରହିଥିଲା ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।