ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରିକେଟ ଶୃଙ୍ଖଳାର ଅନ୍ତିମ ଦିବସ ଖେଳ ଆଜି ଅନୁଷ୍ଠିତ ହେବାକୁ ଯାଉଛି

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରିକେଟ ଶୃଙ୍ଖଳାର ଅନ୍ତିମ ଦିବସ ଖେଳ ଆଜି ଅନୁଷ୍ଠିତ ହେବାକୁ ଯାଉଛି

ନ୍ୟୁଜିଲାଣ୍ଡ ବିପକ୍ଷରେ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସୀୟ କ୍ରିକେଟ ଶୃଙ୍ଖଳାର ଅନ୍ତିମ ମ୍ୟାଚ ଭାରତୀୟ ଦଳ କୁ ଆଜି ଖେଳିବାର ଅଛି । ମ୍ୟାଚ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମ ରେ ଅନୁଷ୍ଠିତ ହେବ। ଗୋଟିଏ ଗୋଟିଏ ମ୍ୟାଚ ଜିତି ଉଭୟ ଦଳ ସମସାମୟିକ ଅଛନ୍ତି । କାନପୁର ରେ ସବୁଠାରୁ ଅଧିକ ରନ କରିଥିବା ୧୦ ଜଣ ଖେଳାଳି ଙ୍କ ଭିତରୁ ୩ ଜଣ ଏପର୍ଯ୍ୟନ୍ତ ଭାରତୀୟ ଦଳରେ ସକ୍ରିୟ ଅଛନ୍ତି। କିନ୍ତୁ ୧୦ ଜଣଙ୍କ ମଧ୍ୟରେ ଥିବା ଦକ୍ଷ ବ୍ୟାଟସମ୍ୟାନ ବିରାଟ କୋହଲୀ ଙ୍କ ନାମ ଏହି ତାଲିକାରେ ନାହିଁ ।

କାନପୁର ରେ ଅନୁଷ୍ଠିତ ହୋଇଥିବା ମ୍ୟାଚ ରେକର୍ଡ ଅନୁସାରେ ବିରାଟ କୋହଲୀ ଙ୍କ ନାମ ଏତେ ପ୍ରଶଂସନୀୟ ନୁହେଁ । ସେ କାନପୁର ରେ ୨ଟି ମ୍ୟାଚ ଖେଳି ମାତ୍ର ୩୦ ରନ କରିଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ଶୃଙ୍ଖଳା ରେ ଶତକ ସହିତ ୧୫୦ ରନ କରିଥିବା ବିରାଟ ଙ୍କ ପାଖରେ ଦଳ କୁ ଜିତେଇବା ସହିତ ନିଜର ରେକର୍ଡ ସୁଧାରିବା ର ସୁଯୋଗ ମଧ୍ୟ ଅଛି ।

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରିକେଟ ଶୃଙ୍ଖଳାର ଅନ୍ତିମ ଦିବସ ଖେଳ ଆଜି ଅନୁଷ୍ଠିତ ହେବାକୁ ଯାଉଛି

ପଢନ୍ତୁ, ଏବେ ଥମିଲା ଆନ୍ଦୋଳନ, ଜିଆରଏସ୍‌ କର୍ମଚାରୀଙ୍କ ଦରମା ବଢାଇଲେ ରାଜ୍ୟ ସରକାର