SPORTS

ଦୁଇବର୍ଷ ପରେ ବାରବାଟୀକୁ ଫେରୁଛି ଅନ୍ତର୍ଜାତୀୟ ମ୍ୟାଚ୍

Bar

ବାରବାଟୀରେ ପୁଣି ରୋମାଞ୍ଚ ଭରିବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ । ଏନେଇ ଘୋଷଣା କରିଛି ବିସିସିଆଇ । ୨୦୧୯-୨୦ ବର୍ଷ ପାଇଁ ଜାରି ହୋଇଥିବା ହୋମ୍‌ ସିଜିନରେ କ୍ରୀଡ଼ାସୂଚୀ ତାଲିକାରେ ବାରବାଟୀର ନାଁ ରହିଛି । ବାରବାଟୀରେ ଆଗାମୀ ଭାରତ-ୱେଷ୍ଟ୍‌ଇଣ୍ଡିଜ୍  ସିରିଜର ତୃତୀୟ ମ୍ୟାଚ୍‌ ଖେଳାଯିବ ନେଇ ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଧୀରେନ୍ ପଲେଇ ସୂଚନା ଦେଇଛନ୍ତି। ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ଡିସେମ୍ବର ୨୨   ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ସ୍ଥିର ହୋଇଛି।

 

 

ଶେଷଥର ପାଇଁ ୧୯ ଜାନୁଆରୀ, ୨୦୧୭ରେ ଭାରତ ଓ ଇଂଲଣ୍ଡ  ମଧ୍ୟରେ ଦିନିକିଆ ମ୍ୟାଚ୍ ବାରବାଟୀରେ ଆୟୋଜିତ ହୋଇଥିଲା। ଏହି ମ୍ୟାଚରେ ଭାରତ ୧୫ ରନରେ ବିଜୟୀ ହୋଇଥିଲା। ତେବେ ଅଢ଼େଇ ବର୍ଷ ପରେ ପୁଣିଥରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍ ଫେରିବା ନେଇ କ୍ରିକେଟପ୍ରେମୀଙ୍କ ମନରେ ଖୁସି ଖେଳିଯାଇଛି।

ପଢନ୍ତୁ: ପାକିସ୍ତାନକୁ ଧୋଇଲା ୱେଷ୍ଟଇଣ୍ଡିଜ୍

Related posts

ବଲ୍‌ ଟ୍ୟାମ୍ପରିଂ ମାମଲା : ସ୍ମିଥ୍‌, ଓ୍ବାର୍ନରଙ୍କୁ ୧୨ ମାସ ଏବଂ ବାନକ୍ରାଫ୍ଟଙ୍କୁ ୯ ମାସ ବାସନ୍ଦ

ENO Beuro

ଭାରତର ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରା ଙ୍କ ନିଆରା କୃତିତ୍ଵ, ନିଜ ନାମରେ କଲେ ଖାସ ରେକର୍ଡ

ENO Beuro

ଦ୍ଵିତୀୟ ଦିନିକିଆ ରୋମାଞ୍ଚକର ଟାଇ: ଦମ୍ ଦେଖାଇଲା ୱେଷ୍ଟଇଣ୍ଡିଜ୍

ENO Beuro

Leave a Comment