News

୧୦୦ରୁ ଅଧିକ ସ୍ପାଇସ ବମ୍ କିଣିବାନେଇ ଇସ୍ରାଏଲ ସହ ଡିଲ୍‌ କଲା ଭାରତ

B

ଭାରତୀୟ ବାୟୁସେନା ଫେବୃଆରୀ ୨୬ରେ ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦର ଆତଙ୍କୀ କ୍ୟାମ୍ପକୁ ବୋମା ସାହାର୍ଯ୍ୟରେ  ଧ୍ଵଂସ କରିଦେଇଥିଲା। ଏହି ବୋମା ଏତେ ଶକ୍ତିଶାଳୀ ଥିଲାଯେ, ଜୈଶ-ଏ-ମହମ୍ମଦର ଆତଙ୍କୀ କ୍ୟାମ୍ପକୁ ଧ୍ୱଂସ କରି ଦେଇଥିଲା। । ତେବେ ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍‌ ସମୟରେ ଭାରତ ବ୍ୟବହାର କରିଥିବା ସ୍ପାଇସ ବୋମାକୁ ଏବେ ଅଧିକ ପରିମାଣରେ କିଣାଯିବ। ଆଉ ୧୦୦ଟି ସ୍ପାଇସ ବୋମା କିଣିବାକୁ ଆଜି ଭାରତ ସରକାର ଇସ୍ରାଏଲ୍‌  ସହ ଚୁକ୍ତି କରିଛନ୍ତି।

 

ଏହି ଅତ୍ୟାଧୁନିକ ସ୍ପାଇସ ବମର ସବୁଠୁ ବଡ ବିଶେଷ୍ୱତ ହେଉଛି, ଏହା ଶତ୍ରୁପକ୍ଷ ଉପରେ ସଠିକ୍ ଟାର୍ଗେଟ କରିପାରିବ। ସ୍ପାଇସ ବମ୍ ଏକାସାଙ୍ଗରେ ୨୦୦୦ ବଙ୍କରକୁ ଧ୍ୱଂସ କରିପାରିବ । କିଛି ବର୍ଷ ପୂର୍ବେ ଭାରତ ଅତ୍ୟାଧୁନିକ ବମ ସ୍ପାଇସ-୨୦୦୦ର ୨୦୦ଟି ୟୁନିଟ୍ ଇସ୍ରାଏଲ ଠାରୁ କିଣିଥିଲା। ଯାହାକୁ ବାଲାକୋଟ ଏୟାରଷ୍ଟ୍ରାଇକରେ ବ୍ୟବହାର କରିଥିଲା ଭାରତୀୟ ବାୟୁସେନା। ଏହାଛଡା ସୁଖୋଇ-୩୦    ସହ ପରୀକ୍ଷଣ ସମୟରେ ମଧ୍ୟ ଏହି ବମର ବ୍ୟବହାର କରାଯାଇଥିଲା।

ପଢନ୍ତୁ: ବସ୍‌ଉଠ୍‌ ହୋଇଥିବା ଜେଇଇଙ୍କ ଚାଞ୍ଚଲ୍ୟକର ବୟାନ୍‌

Related posts

OMR ସିଟ୍ ଗାଏବ ପରେ ବି ପାସ ହେଲେ ପଡ଼ିଆ SSV ହାଇସ୍କୁଲର ଛାତ୍ରଛାତ୍ରୀ

Ratnamani Moharana

ଭିତରକନିକାରେ କୁମ୍ଭୀରଙ୍କ ସ˚ଖ୍ୟା ବୃଦ୍ଧି, ଏ ବର୍ଷ ବଢିଛନ୍ତି ୪୪

ENO Beuro

ଯଦୁନାଥ ଦାଶମହାପାତ୍ରଙ୍କ ପରଲୋକ

ENO Beuro

Leave a Comment