SPORTS

ଦ୍ଵିତୀୟ ଟି-୨୦ରେ ୧୪୩ ରନରେ ଆୟରଲାଣ୍ଡକୁ ହରାଇଲା ଭାରତ

ସିରିଜ୍ ଜିତିଲା ଭାରତ

ପ୍ରଥମ ମ୍ୟାଚ୍ ପରି ଦ୍ଵିତୀୟ ମ୍ୟାଚରେ ମଧ୍ୟ ବର୍ଷିଛନ୍ତି ଭାରତୀୟ ବ୍ୟାଟସମ୍ୟାନ। ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଓପନର ଲୋକେଶ ରାହୁଲ ଓ ସୁରେଶ ରୈନାଙ୍କ ଦମଦାର ଅର୍ଦ୍ଧଶତକ ଓ ଶେଷ ଆଡକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଡବଲିନର ମାଲାହାଇଡ କ୍ରିକେଟ୍ କ୍ଲବ ଗ୍ରାଉଣ୍ଡରେ ଖେଳାଯାଉଥିବା ଦୁଇ ଟିକିଆ ଟି-୨୦ ସିରିଜର ଦ୍ଵିତୀୟ ତଥା ଅନ୍ତିମ ମ୍ୟାଚରେ ଭାରତ ୪ ଓ୍ଵିକେଟ୍ ହରାଇ ୨୧୩ ରନ କରିଛି।ଏଥି ସହିତ ସିରିଜ୍ ଡ୍ର ରଖିବାକୁ ହେଲେ ଘରୋଇ ଆୟରଲାଣ୍ଡକୁ ବିଶାଳ ୨୧୪ ରନ କରିବାକୁ ପଡ଼ିବ।

ଆର୍ୟରଲାଣ୍ଡ ସମସ୍ତ ୱିକେଟ ହରାଇ ମାତ୍ର ୭୦ ରନ କରିଥିଲ। ଭାରତ ପ୍ରଥମ ଇଂନିସରେ କେ.ଏଲ.ରାହୁଲ ଦମଦାର ବ୍ୟାଟିଙ୍ଗ କରିଥିଲେ। ରାହୁଲ ୩୬ ବଲରେ ୭୦ ରନ କରିଥିଲେ। ସୁରେଶ ରାଇନା ମଧ୍ୟ ୪୫ ବଲରେ ୬୯ ରନ କରି ଦଳ ରନକୁ ଏକ ଉଚ୍ଚ ସ୍ତରରେ ପହଞ୍ଚାଇଥିଲେ। ସେହିପରି ଦ୍ୱିତୀୟ ଇଂନିସରେ ମଧ୍ୟ ଭାରତ ଭଲ ପଦର୍ଶନ କରିଥିଲା। କୁଲଦିପ ନାୟର ୧୬ ଦେଇ ୩ଟି ୱିକେଟ ନେଇଥିଲେ। ସେହିପରି ଚହଲ ମଧ୍ୟ ୩ଟି ୱିକେଟ ନେଇଥିଲେ।

ଦ୍ଵିତୀୟ ଟି-୨୦ରେ ୧୪୩ ରନରେ ଆୟରଲାଣ୍ଡକୁ ହରାଇଲା ଭାରତ ଦ୍ଵିତୀୟ ଟି-୨୦ରେ ୧୪୩ ରନରେ ଆୟରଲାଣ୍ଡକୁ ହରାଇଲା ଭାରତ india

ପଢନ୍ତୁ;ଗଣ୍ଠିବାତ ସମସ୍ୟା ଦୂର କରିଥାଏ ଶଜନାଫୁଲ! ଆସନ୍ତୁ ଜାଣିବା ଏହାର ଆଉ କେତେକ ଚମତ୍କାରିତା ଗୁଣ ସମ୍ପର୍କରେ

Related posts

ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ୱେଣ୍ଟି-୨୦ ସିରିଜ୍‌ରେ ରାଇନାଙ୍କ ପ୍ରତ୍ୟାବର୍ତ୍ତନ

ENO Beuro

ଫିଫା ବିଶ୍ୱକପ୍‍ରୁ ବାଦ୍‍ ପଡ଼ିଲା ବ୍ରାଜିଲ୍‍

ENO Beuro

ସେଞ୍ଚୁରିଅନ ଟି-୨୦: ଦକ୍ଷିଣ ଆଫ୍ରିକା ୬ ଓ୍ଵିକେଟ୍‌ରେ ଜିତିଲା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More