EnewsOdia.Com

ବାରବାଟୀରେ ଟାଇଟେଲ ହାତେଇଲା ଭାରତ

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହୋଇଥିବା ଦିନିକିଆ ଶୃଙ୍ଖଳାରେ ଭାରତ ଟାଇଟେଲ ହାତେଇଛି । ଭାରତ ଦଳ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ପ୍ରଥକେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ନିକୋଲାସ ପୂରନ ୮୯ ରନ, ଅଧିନାୟକ କିରଣ ପୋଲାର୍ଡ ୭୪ ରନ, ଓ ସାଇହୋପ ୪୨ ରନ କରି ନିର୍ଦ୍ଧାରିତ ଓଭରରେ ୫ ୱେକେଟ ହରାଇ ୩୧୫ ରନ କରିଥିଲା । ଭାରତ ଆଗରେ ୩୧୬ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡା କରିଥିଲା ।

ଭାରତ ଦୁଇ ଓପନର ରୋହିତ ଶର୍ମା ଓ ରାହୁଲ ଇନିଂସ ଆରମ୍ଭରୁ ଭଲ ପ୍ରର୍ଦଶନ କରିଥିଲେ । ରୋହିତ ୬୩ ବଲରେ ୮ଟି ଚୌକା ଓ ୧ଟି ଛକା ମାରି ୬୩ ରନ କରିଥିଲେ । ସେହିଭଳି ଲୋକେଶ ରାହୁଲ ୮୯ ବଲରେ ୮ଟି ଚୌକା ଓ ୧ଟି ଛକା ମାରି ୭୭ ରନ କରିଥିଲେ । ଏହାପରେ ବିରାଟ କୋହଲି ନିଜର ୫୫ ତମ ଅର୍ଦ୍ଧତକ ହାସଲ କରିଥିଲେ । ବିରାଟ ୮୧ ବଲରେ ୯ଟି ଚୌକା ମାରି ୮୫ ରନ କରି ଆଉଟୁ ହୋଇଥିଲେ ।ଶେଷ ଆଡ଼କୁ ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ଓ ଶାର୍ଦ୍ଦୁଳ ଠାକୁରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏହି ମୁକାବିଲାକୁ ୪୮.୩ ଓଭରରେ ୬ ଓ୍ଵିକେଟ୍ ହରାଇ ଜିତି ନେଇଥିଲା। ରୋହିତ ଶର୍ମା ମ୍ୟାନ୍ ଅଫ ଦି ମ୍ୟାଚ୍ ଓ ବିରାଟ କୋହଲୀ ମ୍ୟାନ୍ ଅଫ ଦି ପ୍ଲେୟାର ବିବେଚିତ ହୋଇଛନ୍ତି।

ପଢନ୍ତୁ: ପ୍ରେମିକାକୁ ଧୋକା ଦେଉଥିଲା ପ୍ରେମିକ, ଧରା ପକାଇଲା ଫିଟନେସ୍ ୱାଚ୍

ସମ୍ବନ୍ଧିତ ଖବର

୧୫ ଓଭର୍‌ କ୍ରିକେଟ୍‌ ମ୍ୟାଚ୍‌ରେ ୧୮ ରନ୍‌ କଲେ ପ୍ରଧାନ ବିଚାରପତି ବୋବଡ଼େ

Ratnamani Maharana

ଜୈବିକ ଚାଷ କରୁଛନ୍ତି ଧୋନି

Ratnamani Maharana

ବାରବାଟୀରେ ଆରମ୍ଭ ହେଲା ଫ୍ଲଡଲାଇଟ୍ ମରାମତି କାମ

Ratnamani Maharana

କୁଏତରେ ଚମକିଲେ ପ୍ରବାସୀ ଓଡ଼ିଆ ଖେଳାଳି

Ratnamani Maharana

ଦୂତି ଚାନ୍ଦଙ୍କୁ ଭୋଗ୍ ସ୍ପୋଟର୍ସ ପର୍ସନ୍ ଅଫ୍ ଦି ଇୟର୍ ସମ୍ମାନ

Ratnamani Maharana

ବିସିସିଆଇର ସଭାପତି ଭାବେ ଦାଇତ୍ଵ ନେଲେ ସୌରଭ ଗାଙ୍ଗୁଲି

Ratnamani Maharana