• Home
  • News
  • ଭାରତୀୟ ବାୟୁସେନା ଚୀନ୍‌କୁ କଡ଼ା ଟକ୍କର ଦେବାପାଇଁ ନିର୍ମାଣ କରିବ ଏୟାରଫିଲ୍ଡ
News

ଭାରତୀୟ ବାୟୁସେନା ଚୀନ୍‌କୁ କଡ଼ା ଟକ୍କର ଦେବାପାଇଁ ନିର୍ମାଣ କରିବ ଏୟାରଫିଲ୍ଡ

ଚୀନ ଆମ ପଡୋଶୀ ଦେଶ ମାତ୍ର ଡୋକଲାମ ବିବାଦରୁ ପରେ  ଜଣାପଡିଯାଇଛି ଯେ,  ଚୀନ୍‌ ଭାରତର ଭରଷାଯୋଗ୍ୟ ବା ବନ୍ଧୁତାଯୋଗ୍ୟ ପଡୋଶୀ ନୁହେଁ। ନିଜ ସ୍ୱାର୍ଥ ପୂରଣ ପାଇଁ ଚୀନ ଦେଶ କେତେବେଳେ କୌଣସି ସ୍ତରକୁ ବି ଯାଇପାରେ। କେଉଁ ମୁହୂର୍ତ୍ୱରେ ବି ଚୀନ ଭାରତ ଉପରେ ଆକ୍ରମଣ କରିପାରେ । ଏପରି ବିପଦପୂର୍ଣ୍ଣ ପରିସ୍ଥିତିରେ ଚୀନ୍‌ ସହ ଟକ୍କର ଦେବାକୁ ଭାରତ  ପ୍ରସ୍ତୁତି ଆରମ୍ଭ କରିଦେଇଛି। ଅହି ପରିସ୍ଥିତିକୁ ନଜରରେ ରଖି ସୀମା ଅଞ୍ଚଳମାନଙ୍କରେ ଭାରତ ପକ୍ଷରୁ ଏକାଧିକ ଏୟାରଫିଲ୍ଡ ନିର୍ମାଣ କରାଯିବାକୁ ଯୋଜନା ଆରମ୍ଭ ହୋଇଯାଇଛି।

ଏହି ଯୋଜନାର ଅନ୍ତର୍ଭୁକ୍ତ ଏକ ଅଂଶ ରହିଛି ଲଦାଖ। ଲଦାଖ ଏକ ପାହାଡିଆ ସ୍ଥାନ । ଏହି  ପାହାଡି ଇଲାକାରୁ ହିଁ ଚୀନ୍‌କୁ ମୁହଁତୋଡ଼ ଜବାବ ଦେବାକୁ ଭାରତୀୟ ବାୟୁସେନା ନିର୍ମାଣ କରିବାକୁ ଯାଉଛି ଏୟାରଫିଲ୍ଡ। ଏଥିପାଇଁ ବାୟୁସେନା ଲଦାଖରେ ଜାଗା ଚିହ୍ନଟ କରୁଛି। ଯେଉଁଠି   ଯୁଦ୍ଧକାଳୀନ ପରିସ୍ଥିତି ଉପୁଜିଲେ ବଡ଼ ଧରଣର ଏୟାରକ୍ରାପ୍ଟ ଅବତରଣ ଓ ଉଡାଣ କରିପାରିବ।

ଭାରତୀୟ ବାୟୁସେନା ଚୀନ୍‌କୁ କଡ଼ା ଟକ୍କର ଦେବାପାଇଁ ନିର୍ମାଣ କରିବ ଏୟାରଫିଲ୍ଡ  ଭାରତୀୟ ବାୟୁସେନା ଚୀନ୍‌କୁ କଡ଼ା ଟକ୍କର ଦେବାପାଇଁ ନିର୍ମାଣ କରିବ ଏୟାରଫିଲ୍ଡ

ପଢନ୍ତୁ, ଚାଷୀ ମୃତୁ ବିଷୟରେ କ’ଣ କହିଲେ କୃଷିମନ୍ତ୍ରୀ । 

Related posts

ଆଲ୍‌ଜେରିଆ ସେନା ବିମାନ ଦୁର୍ଘଟଣାଗ୍ରସ୍ତ : ୧୦୦ ମୃତ ଆଶଙ୍କା

Krishna Kumar Manoj

କୁନ୍ଦୁଲିର ପୁନରାବୃତ୍ତି ବାଣପୁରରେ;ଲୋକଲଜ୍ଜା ଭୟରେ ବିଷ ପିଇ ଜୀବନ ହାରିଲେ ନାବାଳିକା

Krishna Kumar Manoj

ପରଲୋକରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଅଜିତ ୱାଡେକର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More