News

ହୋଲି ପାଳିବେନି ଅର୍ଦ୍ଧ-ସାମରିକ ବାହିନୀ

କାଶ୍ମୀରରେ ହୋଇଥିବା ପୁଲୱାମା  ଘଟଣାରେ ସହିଦ ହୋଇଥିଲେ ୪୦ ଜଣ ଯବାନ। ପୁଲୱାମା ବିସ୍ଫୋରଣ ଘଟଣାରେ ସହିଦ   ହୋଇଥିବା ଯବାନଙ୍କ ସ୍ମୃତିରେ ଏ ବର୍ଷ କେନ୍ଦ୍ରୀୟ ଅର୍ଦ୍ଧ-ସାମରିକ  ବାହିନୀର ଯବାନ ମାନେ ପାଳିବେନି ହୋଲି। ସିଆରପିଏଫ, ବିଏସଏଏଫ, ଆଇଟିବିପି, ଏସେସବି, ଏବଂ ସିଆଇଏସଏଫ କତ୍ତୃପକ୍ଷ ଏହି ନିଷ୍ପତି ନେଇଛନ୍ତି।

ଗତ ବର୍ଷବି ସୁକୁମାରେ ନକ୍ସଲଙ୍କ  ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ସ୍ମୃତିରେ କୌଣସି ଅର୍ଦ୍ଧ-ସାମରିକ ବାହିନୀ ହୋଲି ପାଳିନଥିଲେ।

ପଢନ୍ତୁ: ଭାରତୀୟ ଜନତା ପାର୍ଟିର ପ୍ରଥମ ପ୍ରାର୍ଥୀ ତାଲିକାରେ ନାହିଁ ଆଡଭାନି ଓ ଯୋଶୀଙ୍କ ନାଁ

Related posts

‘ସାଲୋମ ବଲିଉଡ୍‌’ କାର୍ଯ୍ୟକ୍ରମରେ ଯୋଗ ଦେଲେ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ

ENO Beuro

କଂପ୍ୟୁଟରୀକରଣ ହେବ ଡାକସେବା – ମୁଖ୍ୟ ଡାକପାଳ ସନ୍ତୋଷ କୁମାର କାମିଳା

ENO Beuro

ମୁମ୍ବାଇରେ ଖୋଲିବ ଡ୍ୟାନ୍ସ୍‌ବାର୍‌,ସିସିଟିଭି ଓ ଟଙ୍କାବୃଷ୍ଟି ନିଷେଧ

ENO Beuro

Leave a Comment