SPORTS

ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କ ନୂଆ ରେକର୍ଡ 

ଫର୍ମକୁ ଫେରିଲେ ରୋହିତ ଶର୍ମା

ଦକ୍ଷିଣ ଆଫ୍ରିକା ବିରୋଧରେ ଗତ ମାସରେ ଖେଳାଯାଇଥିବା ଶୃଙ୍ଖଳାରେ ଫର୍ମକୁ ଫେରିବା ପାଇଁ ସଂଘର୍ଷ କରୁଥିବା ଭାରତୀୟ କ୍ରିକେଟର ରୋହିତ ଶର୍ମା । ବୁଧବାର ବାଂଲାଦେଶ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ ବଳରେ ରେକର୍ଡ ସୃଷ୍ଟି କରିଛନ୍ତି ।  ତ୍ରିରାଷ୍ଟୟୀୟ ‘ନିଦାହାସ ଟ୍ରଫି’ର ୫ ମ୍ୟାଚରେ ରୋହିତ ଶର୍ମା ମନ୍ଥର ଗତିରେ ବ୍ୟାଟିଂ ଆରମ୍ଭ କରିଥିଲେ । ତା ପରେ ପରେ  ଦ୍ରୁତ ଗତିରେ ଭାରତୀୟ ରନ ସ୍କୋର ୨୭୬ ରନରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ।

ହିଟ ନାମରେ ପରିଚିତ ଏହି ଭାରତୀୟ ଖେଳାଳି ରୋହିତ ଶର୍ମା  ଅନ୍ୟ ଏକ ରେକର୍ଡ ନିଜ ନାମରେ ଯୋଡ଼ିଛନ୍ତି । ୫ମ ଛକା ମାରି ସେ ସିକ୍ସସର କିଙ୍ଗ ଯୁବରାଜ ସିଂହଙ୍କ ରେକର୍ଡ ଭାଙ୍ଗିଛନ୍ତି । ରୋହତିଙ୍କ ନାମରେ ବର୍ତମାନ ୭୮ଟି ମ୍ୟାଚରେ ୭୫ଟି ଛକା ସାମିଲ ହୋଇଯାଇଛି । ଯୁବରାଜ ୭୪ଟି ମ୍ୟାଚରେ ୭୪ଟି ଛକା ମାରିଛନ୍ତି ।

ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଛକା ମାରିଥିବା ଭାରତୀୟ ହୋଇଯାଇଛନ୍ତି ରୋହିତ ଶର୍ମା । ପୂରା ବିଶ୍ୱରେ ଏହି ମାମଲାରେ ସେ ଅଷ୍ଟମ ସ୍ଥାନ ଦଖଲ କରିଛନ୍ତି । ରୋହିତ ଇନିଂସର ଶେଷ ବଲରେ ରନ ଆଉଟ ହୋଇଥିଲେ ।

ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କ ନୂଆ ରେକର୍ଡ  rohit sarma

ପଢନ୍ତୁ ;

ଝିଅର ମାତା-ପିତା ଝିଅର ପ୍ରେମିକାକୁ ପ୍ରଥମ ଦେଖରେ କେଉଁ ପ୍ରଶ୍ନ କରନ୍ତି ଜାଣନ୍ତୁ

Related posts

ତୃତୀୟ ଟି-୨୦: ରୋହିତଙ୍କ ଅପରାଜିତ ଶତକ, ସିରିଜ ଜିତିଲା ଭାରତ

ENO Beuro

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ : କୋହଲି ଓ ପୂଜାରା ନିଜ ସ୍ଥାନ ବଜାୟ ରଖିଲେ , ରବିଚନ୍ଦ୍ରନ ଅଶ୍ୱିନ୍‌ ତଳକୁ ଖସିଲେ

ENO Beuro

ଫାଇନାଲ୍‌ରେ ହେବ ଚେନ୍ନାଇ-ହାଇଦ୍ରାବାଦ ଟକ୍କର୍ !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More