News

ପାକିସ୍ତାନ ସହ ଯୁଦ୍ଧ ପାଇଁ ନୌସେନା ଆଇଏନେସର ପ୍ରସ୍ତୁତି

vikranta

ପାକିସ୍ତାନ ସହ ଯେ କୌଣସି ମୁହୂର୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି କହିଲା ଭାରତୀୟ ନୌସେନା

 

ଏବେ ପାକିସ୍ତାନ ସହିତ ଭାରତର ସ୍ଥଳସେନା ଓ ବାୟୁସେନା ପ୍ରସ୍ତୁତ ଥିଲାବେଳେ ନୌସେନା ମଧ୍ୟ ପ୍ରସ୍ତୁତ ଅଛିବୋଲି କହିଛି। ନୌସେନା ନିଜର ସମସ୍ତ ଯୁଦ୍ଧ ଜାହାଜ ଓ ବିମାନକୁ ଆରବସାଗରରେ ମୃତୟନ କରିଛି। ନୌସେନାର ବିଧ୍ଵଂସକ ଯୁଦ୍ଧଜାହାଜ ଓ ଫ୍ରିଗେଟ, ବୁଡାଜହାଜ, ଯୁଦ୍ଧବିମାନକୁ ପୁରା ତୟାର ରଖାଯାଇଛି। ନୌସେନାରେ ସମିଲ ଏକମାତ୍ର ସ୍କର୍ପିନ ବୁଡାଜହାଜ ଓ ପରମାଣୁ ଶକ୍ତିଚାଳିତ ବୁଡାଜାହାଡ ଆଇଏନେସ ଅରହିନ୍ତକୁ ବି ପାକିସ୍ତାନ ଉପରେ ଆକ୍ରମଣ କରିବା ଉଦେଶ୍ୟରେ ନିଯୋଜିତ କରାଯାଇଛି। ସବୁଠାରୁ ଗୁରୁତ୍ଵପୂର୍ଣ କଥା ହେଉଛି ଯେ, ଭାରତୀୟ ନୌସେନାର ସବୁଠାରୁ ଶକ୍ତିଶାଳୀ କୁହାଯାଉଥିବା ବିମାନବାହୀ ଯୁଦ୍ଧଜାହାଜ ଆଇଏନେସ ବିକ୍ରମାଦିତ୍ୟକୁ ଏବେ ଆକ୍ରମଣ ଉଦେଶ୍ୟରେ ଏକ ଗୁପ୍ତ ସ୍ଥାନରେ ରଖାଯାଇଛି।

ପାକିସ୍ତାନ ସହ ଯୁଦ୍ଧ ଆରମ୍ଭ ହେଲେ ଏହା ଭାରତ ପାଇଁ ଏହା ଅମୋଘ ଅସ୍ତ୍ର ହେବ। ଏଥିରେ ୨୪ଟି ମିଗ-୨୯ କେ ଯୁଦ୍ଧବିମାନ ମୃତୟୟନ କରାଯିବ। ଏହିସବୁ ବିମାନବାହୀ ଯୁଦ୍ଧଜହାଜକୁ କରାଚି ବନ୍ଦରରୁ କିଛି କିମି ଦୂରରେ ମୃତୟନ କରିଦବ। ତାହେଲେ ପାକିସ୍ତାନକୁ ସବୁପ୍ରକାର ବାଣିଜ୍ୟକ ପହରିବହନ ବନ୍ଦ ହୋଇଯିବ ଓ ପାକିସ୍ତାନରେ ଆର୍ଥିକ ସଙ୍କଟ ଦେଖାଯିବ।

ପଢନ୍ତୁ; ଆମେରିକାର ପାକିସ୍ତାନକୁ କଡ଼ା ଚେତାବନୀ ;ଆତଙ୍କବାଦୀ ସଙ୍ଗଠନଗୁଡିକ ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ

Related posts

ସେୟାର ବଜାର ଉପରେ ବଜେଟ ପ୍ରହାର :ଗୋଟିଏ ଦିନରେ ୫ ଲକ୍ଷ କୋଟିର କ୍ଷତି

ENO Beuro

ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ,ଶାଶୁ-ଶ୍ୱଶୁର ଫେରାର

ENO Beuro

Leave a Comment