News

ସେଲ୍ଫି ନେଉଥିବାବେଳେ ଅଘଟଣ:ପାହାଡରୁ ସମୁଦ୍ରକୁ ଖସି ପଡିଲେ ଭାରତୀୟ ଛାତ୍ର

ପଶ୍ଚିମ ଅଷ୍ଟ୍ରେଲିଆର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳିରେ ସେଲ୍ଫି ନେଉଥିବା ବେଳେ ପାହାଡରୁ ସମୁଦ୍ର ଭିତରକୁ ଖସି ପଡିବାରୁ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି।

ଏକ ଐତିହାସିକ ବନ୍ଦର ସହରର ପର୍ଯ୍ୟଟନ ସ୍ଥଳରେ ଅଙ୍କିତ ଏକ ବଡ଼ ପଥର ଉପରେ ତାଙ୍କ ସାଙ୍ଗମାନଙ୍କ ସହ ସେଲ୍‌ଫି ନେଉଥିବା ବେଳେ ହଠାତ୍‌ ତାଙ୍କ ପାଦ ଖସି ଯାଇଥିଲା। ଫଳରେ ସମୁଦ୍ରରେ ଖସି ପଡ଼ି ତାଙ୍କର ମୃତ୍ୟୁ ହୋଇଯାଇଛି। ପାଖାପାଖି ଘଣ୍ଟାଏ ପରେ ଅଙ୍କିତଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ସେ ଅଷ୍ଟ୍ରେଲିଆର ପର୍ଥ ସହରରେ ଅଧ୍ୟୟନ କରୁଥିଲେ ଏବଂ ନିଜର କିଛି ବନ୍ଧୁଙ୍କ ସହ ସେଇ ସ୍ଥାନକୁ ବୁଲିବାକୁ ଯାଇଥିଲେ। ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିବାର ସ୍ଥାନୀୟ ପୋଲିସ ସୂଚନା ଦେଇଛି।

ପଢନ୍ତୁ; ରବିନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ପିଟିଲେ କନଷ୍ଟେବଳ

Related posts

ପ୍ରସିଦ୍ଧ ଚଉଷଠି ଯୋଗିନୀ ପୀଠରେ ସାଂସ୍କୃତିକ ମହୋତ୍ସବ ପାଇଁ ଧାର୍ଯ୍ୟ ହେଲା ସମୟ

ENO Beuro

୨୧ରେ ପୁଣି ଲଘୁଚାପ,ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ENO Beuro

ପ୍ରକାଶ ପାଇଲା ବିଶ୍ଵର ୫୦ ସ୍ମାର୍ଟ ସହର ତାଲିକା, ୩୨ ତମ ସ୍ଥାନରେ ଭୁବନେଶ୍ୱର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More