EnewsOdia.Com

ଏସପ୍ଲାନେଡ ମଲରେ ୱେଷ୍ଟଇଣ୍ଡିଜ୍ ଟିମର ସପିଂ

ଇଣ୍ଡିଜ୍ ଟିମର ମନ ଜିଣିଛି ରାଜଧାନୀ । ଆଜି ଅଭ୍ୟାସ ମ୍ୟାଚ୍ ନଥିବାରୁ ଇଣ୍ଡିଜ ଟିମର ଖେଳାଳି, କୋଚ ଓ ଅଫିସିଆଲ ମଲ୍ ଯାଇ ସପିଂ କରିଛନ୍ତି । ରସୁଲଗଡ଼ ସ୍ଥିତ ଏସପ୍ଲାନେଡ ମଲରେ କିଣାକିଣି କରିଛନ୍ତି ଖେଳାଳି ଓ କୋଚ୍ ।

ଖେଳାଳି ଓ ଟିମ୍ ସଦସ୍ୟ ଏସପ୍ଲାନେଡ ମଲ୍ ବୁଲିବା ସହ ସପିଂ କରିଛନ୍ତି ।

ବ୍ୟାଗ୍, ଜୋତା, ଘଣ୍ଟା, ଡ୍ରେସ୍ ସହ ସ୍ନାକ୍ସ କିଣିଥିବା ଜଣାପଡ଼ିଛି । ଇଣ୍ଡିଜ୍ ଖେଳାଳିଙ୍କୁ ଦେଖିବା ପାଇଁ ମଲରେ ଭିଡ଼ ଲାଗିଥିଲା ।

ଟିମ୍ ସଦସ୍ୟ କିଣାକିଣି କରିବା ସହ ଫ୍ୟାନଙ୍କ ମନ ଜିଣିଛନ୍ତି । ଫ୍ୟାନମାନଙ୍କ ସହ ଫଟୋ ଉଠାଇଛନ୍ତି । ତେବେ, ଟିମର ପୂର୍ବତନ ଅଧିନାୟକ ଜାସନ ହୋଲ୍ଡରଙ୍କ ସହ ସେଲ୍ଫି ନେବା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରିଥିଲେ ।

ପଢନ୍ତୁ: ମ୍ୟାଚ୍‌ ପାଇଁ କଟକରେ ପାର୍କିଂ ବ୍ୟବସ୍ଥା

ସମ୍ବନ୍ଧିତ ଖବର

ଗୋଡରେ ନୁହେଁ ପ୍ରତିଦିନ ହାତରେ ଚାଲନ୍ତି ସୌଭାଗ୍ୟ

Ratnamani Maharana

ଭଙ୍ଗା ମୋବାଇଲରେ କୋହଲିଙ୍କ ପ୍ରତିମୂର୍ତ୍ତି ତିଆରି କଲେ ପ୍ରଶଂସକ

Ratnamani Maharana

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

Ratnamani Maharana

ମୁଖ୍ୟ ଅଭିଯୁକ୍ତଙ୍କ ସହ ଉନ୍ନାଓ ପୀଡ଼ିତାଙ୍କର ବିବାହ ହୋଇଥିଲା

Ratnamani Maharana

ଛୁଟି ଦିନ ସତ୍ତ୍ୱେ ଫେବୃଆରୀ ୧ରେ ହେବ ବଜେଟ ଉପସ୍ଥାପନ

Ratnamani Maharana

ବିଜୁ ପଟ୍ଟନାୟକ ବିମାନବନ୍ଦରେ ଆରମ୍ଭ ହେବ ରି-ସର୍ଫେସିଂ କାମ

Ratnamani Maharana